କୁଷ୍ଟ କଲୋନୀ ଲୋକଙ୍କୁ ସାହାଯ୍ୟ କରି ନବବର୍ଷ ପାଳନ କଲେ ରୋଶନ...

କୁଷ୍ଟ କଲୋନୀ ଲୋକଙ୍କୁ ସାହାଯ୍ୟ କରି ନବବର୍ଷ ପାଳନ କଲେ ରୋଶନ...


ପଦ୍ମପୁର,୩୧/୧୨ : ପଦ୍ମପୁର ପବ୍ଲିକ ସ୍କୁଲ ଓ ନୀଟ କମ୍ପ୍ୟୁଟର ପଦମପୁର ର ମେଧାବୀ ଛାତ୍ର ରୋଶନ ସରାଫ ନବ ବର୍ଷ ରେ ଲେପ୍ରୋଷି ବ୍ୟକ୍ତି ମାନଙ୍କୁ ଜରୁରୀକାଳୀନ ସାମଗ୍ରୀ ଯୋଗାଇ ସମାଜ ପାଇଁ ଏକ ଉଦାହରଣ ହୋଇଛନ୍ତି । 

               Ad..


ଏହି ସେଷ୍ଟ କାର୍ଯ୍ୟ ରେ ସେ ସମାଜରେ ସଚେତନ ଓ ସାମାଜିକ ଦାୟିତ୍ୱବୋଧ ବିଷୟରେ ଅନ୍ୟମାନକ ପାଇଁ ମଡେଲ ହେବାକୁ ପ୍ରେରଣା ଦେଇଛନ୍ତି । 

Ad..


ମାନବିକତା ପାଇଁ ଏହି ସ୍ଥାନ ଏକ ନମୁନା, ଯେଉଁଥ୍ରେ ଆମେ ସମସ୍ୟା ରେ ପଡ଼ିଥ‌ିବା ବ୍ୟକ୍ତିମାନଙ୍କ ପାଇଁ ଏକ ସକାରାମକ୍ ଚେତନା ସୃଷ୍ଟି କରିପାରିବା ବୋଲି ସେ କହିଛନ୍ତି।

     Ad..




Report : Bijay ku sahu

Edited by k.s thakur...

Post a Comment

Previous Post Next Post