ପିଏମ ପୋଷଣ ଯୋଜନା ରେ କାର୍ଯ୍ୟରତ ପାଚିକା, ସହାୟିକା ପ୍ରଶିକ୍ଷଣ ଶିବିର...

ପିଏମ ପୋଷଣ ଯୋଜନା ରେ କାର୍ଯ୍ୟରତ ପାଚିକା, ସହାୟିକା ପ୍ରଶିକ୍ଷଣ ଶିବିର...


କଣ୍ଟାବାଞ୍ଜି,୨୭/୧୨ : ତୁରେକେଲା ବ୍ଲକ ର ଦୁଇଟି ବିଦ୍ୟାଳୟ ରେ ଏକ ଦିବାସୀୟ ପିଏମ ପୋଷଣ ଜୋଜନାରେ କାର୍ଯ୍ୟରତ ପାଚିକା, ସହାୟିକା ନିମନ୍ତେ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗିତା ସରକାରୀ ତୁରେକେକା ଉଚ୍ଚବିଦ୍ୟାଳୟ ଓ ସରକାରୀ ସରକାରୀ ବାଳିକା ଉଚ୍ଚବିଦ୍ୟାଲୟ କଣ୍ଟାବାଞ୍ଜି ରେ  ଅନୁଷ୍ଠିତ ହୋଇଯାଇଛି। 

            Ad..


ପ୍ରଥମେ ତାଲିମ ଶିବିରରେ ପାଚିକା ମାନଙ୍କ ମଧ୍ୟରେ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ ତୁରେକେଲା ବ୍ଲକ ବିଭିନ୍ୟ ବିଦ୍ୟାଳୟ ର ପାଚିକା ଓ ସହପାଚିକା ଭାଗନେଇଥିଲେ  ପରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ କିପରି ଭାବେ ପରିଷ୍କାର ପାରିଛନ୍ନତା ତଥାଚାଉଳ, ପନିପରିବା କୁ ପାଣିରେ ରେ ଧୋଇବା ପରେ ରୋଷେ କାର୍ଯ୍ୟ ତୁଲାଇବେ ସେ ସମ୍ପର୍କରେ ବିଶୃତ ଭାବେ ତାଲିମ ପ୍ରଦାନ କରାଯାଇଥିଲା।

Ad..


ବିଧ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରକାଶ ସେଲମା ତୁରେକେକା ବିଇଓ କାର୍ଯ୍ୟାଳୟ ମଧ୍ୟାନ୍ନ ଭୋଜନ ଦାୟିତ୍ୱ ଥିବା ଡିଇଓ, ଆରପି ଭାବେ ଅମରେନ୍ଦ୍ର କୁମାର ବାଗ ସିଆରସିସି ହିଆଲ କ୍ଲଷ୍ଟର,ଡମ୍ବରୁ ମେହେର ଶିକ୍ଷକ ପ୍ରାଥମିକ ବିଦ୍ୟାଳୟ ବାଞ୍ଜିପାଲି ଓ ବବରୁବାହାନ ନାଏକ ସହ ଶିକ୍ଷକ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବାହବଲ  ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ କଣ୍ଟାବାଞ୍ଜି ଠାରେ ଆରପି ଭାବେ ଗୌରହରି ମେହେର ପ୍ରଧାନ ଶିକ୍ଷକ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଖୁଟୁଲୁମୁଣ୍ଡା ଅମରକାନ୍ତ ବେହେରା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଉଚ୍ଚପ୍ରାଥମିକ ବିଦ୍ୟାଲୟ ମାଲପାମୁଣ୍ଡା ଯୋଗଦେଇଥିଲେ। 

    Ad..


ତାପରେ ଅଂଶଗ୍ରହଣ କରିଥିବା ସମସ୍ତ ପାଚିକା ଓ ସହ ପାଚିକା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।



Edited by k.s thakur...




Post a Comment

Previous Post Next Post