ନବମ ବର୍ଷ ରାମାୟଣ ପାରାୟଣ ର ଆଜି ଛପନ ଭୋଗ ବ୍ୟବସ୍ଥା...
ପଦ୍ମପୁର,୨୫/୧୨ : ପଦ୍ମପୁର ଶାନ୍ତିନଗର ଠାରେ ଚାଲୁଥିବା ନବମ ବର୍ଷ ରାମାୟଣ ପାରାୟଣ ର ଆଜି ଛପନ ଭୋଗ ର କମିଟି ଭକ୍ତଙ୍କ ତରଫରୁ ଭୋଗ ଲଗାଇବାର ବ୍ୟବସ୍ଥା କରାଯାଇଛି।
Ad..
ପଣ୍ଡିତ ଶ୍ରୀ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ ମନ୍ତ୍ର ଉଚ୍ଚାରଣ କରି ଶଙ୍ଖ ଘଣ୍ଟ ନାଦରେ ଶ୍ରୀ ରାମ ଲକ୍ଷମଣ ସିତା ବଜରଙ୍ଗବାଲି ଠାରେ ଭୋଗ ଅର୍ପଣ କରିଥିଲେ। ଏହି ରାମାୟଣ ପରାୟଣ ରେ ବ୍ୟାସ ଶ୍ରୀମାନ ଇପ୍ସିତ ମିଶ୍ର ରାମାୟଣ ପାଠ କାର୍ଯ୍ୟ ତୁଲାଇଥିଲେ।
Ad..
ସମସ୍ତ ଭକ୍ତବତ୍ସଲ ରାମାୟଣ ପଠନ ଶୁଣି ପରମତୃପ୍ତି ଆନଦ ଉପଭୋଗ କରୁଛନ୍ତି।
Ad..
Report : Bijay ku sahu
Edited by k.s thakur...




