ବରଗଡ଼ ଜିଲ୍ଲା ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ର ସମୀକ୍ଷା ବୈଠକ...
ବରଗଡ଼,୨୩/୧୨ : ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସର ରେ ସୋମବାର ବିଜେଡି ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ସଭ୍ୟ ସଂଗ୍ରହ ଅଭିଯାନ ର ସମୀକ୍ଷା ବୈଠକ ଅନୁଷ୍ଟିତ ହୋଇଯାଇଛି ।
Ad..
ରାଜ୍ୟ ଆବାହକ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ସମୀକ୍ଷା ବୈଠକ ରେ ବିଜୟ ନାୟକ,ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ,ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ପୂର୍ବତନ ମନ୍ତ୍ରୀ ରୀତା ସାହୁ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ,ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ,ବରଗଡ଼ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ ମହାପାତ୍ର,ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ..
Ad..
ବରଗଡ଼ ପୌର ଅଧ୍ୟକ୍ଷା କଳ୍ପନା ମାଝୀ, ଗୌରହରି ମିଶ୍ର,ବରଗଡ଼ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାଏକ, ବରଗଡ଼ ବ୍ଲକ ଉପାଧ୍ୟକ୍ଷ ଉମେଶ ପଣ୍ଡା ,ଟାଉନ ବିଜେଡି ସଭାପତି କିଶୋର ମିଶ୍ର, ବରିଷ୍ଟ ସଦସ୍ୟ ସୁବ୍ରତ ବେହେରା ,ବିକ୍ରମ ସିଂହ ,ଦେବାନନ୍ଦ ଗଡତୀଆ, ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ,ଛାତ୍ର ଜିଲ୍ଲା ସଭାପତି କରନ ସିକନ୍ଦର ,କମଲ ତାଣ୍ଡି,ଅନିଲ ଦଳାଇ, ଯୁବ ନେତା ହିମାଂଶୁ ଦାଶ ପ୍ରମୁଖ ଉପସ୍ଥିତ ରହି ସଭ୍ୟ ସଂଗ୍ରହ ସ୍ଥିତି ସମ୍ବନ୍ଧ ରେ ତଥ୍ୟ ଉପସ୍ଥାପନ କରିଥିଲେ।
ଏହି ଅବସର ରେ ଜିଲ୍ଲା ର ସମସ୍ତ ବ୍ଲକ ର ବିଜେଡି ବ୍ଲକ ସଭାପତି ଙ୍କ ସମେତ ଜିଲ୍ଲା ର ସାଂଗଠନିକ କର୍ମ କର୍ତ୍ତା ଉପସ୍ଥିତ ରହି ଥିଲେ ।ସଭା ପ୍ରାରମ୍ଭ ରେ ବିଜେଡି ଜିଲ୍ଲା ଉପ ସଭାପତି ବିମଳ କିଶୋର ଦେବତା ଙ୍କ ବିୟୋଗ ରେ ନୀରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା।
Report : Bijay ku sahu
Edited by k.s thakur...



