ଉଚ୍ଚପ୍ରାଥମିକ ବିଦ୍ୟାଳୟ ମାଲପାମୁଣ୍ଡା ଠାରେ ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ...
କଣ୍ଟାବାଞ୍ଜି,୨୧/୧୨ : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟର ର ଉଚ୍ଚପ୍ରାଥମିକ ବିଦ୍ୟାଳୟ ମାଲପାମୁଣ୍ଡା ଠାରେ ସପ୍ତମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
Ad..
ଉକ୍ତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ତୁରେକେଲା ବ୍ଲକ ର ବି ଇ ଓ ଶାନ୍ତନୁ ପଢିହାରି ସମ୍ନାନନୀୟ ଏତିଥି ଭାବେ ଜିଲ୍ଲା ଶିକ୍ଷକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ମଲ୍ଲିକ, ହିଆଳ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଅମରେନ୍ଦ୍ର କୁମାର ବାଗ, ବିଭୁଦତ୍ତ ସାହୁ ପ୍ରଧାନ ଶିକ୍ଷକ ବୁରୋମାଲ...
Ad..
ଯୁଧିଷ୍ଠିର ଭରାସାଗର ପ୍ରଧାନ ଶିକ୍ଷକ ହିଆଲ,ବ୍ରଜମୋହନ ମିଶ୍ର ପ୍ରଧାନ ଶିକ୍ଷକ କରଳାବାହାଳି ଯୋଗଦେଇ ଥିଲେ ଏହି ତାଲିମ ରେ ଅମରେନ୍ଦ୍ର ବାଗ, ଅମରକାନ୍ତ ବେହେରା ଓ ଖଗେଶ୍ୱର ଦଣ୍ଡସେନା ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ଏହି ଏକ ଦିବସିୟ ତାଲିମ କେନ୍ଦ୍ରରେ ହିଆଲ କ୍ଲଷ୍ଟର ସମସ୍ତ ପ୍ରଧାନ ଶିକ୍ଷକ ଓ ଏଫ ଏଲ ଏନ ଶିକ୍ଷକ, ମିନାକ୍ଷୀ ପାଣ୍ଡେ...
ଜାନକୀ ନାଗ,ସତ୍ୟନାରାୟଣ ଧରୁଆ, ନଳିନୀ ସାହୁ, ମମତା ପୁରୋହିତ, କୃଷ୍ଣଚନ୍ଦ୍ର ପଣ୍ଡା, ସଚିନ ସେଠ,ପୁଷ୍ପାଅଞ୍ଜଳି ମହାପାତ୍ର,ମିନତୀ ମାଝୀ, ଭି କୃଷ୍ଣା କୁମାରୀ,ଜୋଶବନ୍ତି ମାଝୀ, ଅପୁ କୁମାର ଭୋଇ, ମମତା ଯୋଶୀ, ସଶ୍ମିତା ସେଠ, ଅନୀଲ ମେହେର, ଅଭିନାଶ ମହାଳିଙ୍ଗ ଉପସ୍ଥିତ ଥିଲେ।
Edited by k.s thakur...
Tags:
cluster level meeting
kantabanji
latest news
latest update
odisha daily current affairs
school
turekela



