ବରଗଡ଼ ଜିଲ୍ଲା ପାଇକମାଳ ଠାରେ ବିଝାଲ ସମାଜର ବିରାଟ ବାର୍ଷିକ ସଭା...

ବରଗଡ଼ ଜିଲ୍ଲା ପାଇକମାଳ ଠାରେ ବିଝାଲ ସମାଜର ବିରାଟ ବାର୍ଷିକ ସଭା...


ବରଗଡ଼,୦୮/୧୨ : ଆଜି ପାଇକମାଲ ସ୍ଥିତ ବାବା ନୃସିଂହନାଥ ମନ୍ଦିର ପ୍ରାଙ୍ଗଣ ଠାରେ ତ୍ରୟୋଦଶ ସର୍ବ ଭାରତୀୟ ସ୍ଵାଲାଖ  ବିନ୍ଧ୍ୟାଗିରିବାସୀନୀ ବିଂଝାଲ ସମାଜ ର ବାର୍ଷିକ ମହା ସଭା ଅନୁଷ୍ଠିତ ହୋଇଥିଲା, ଉକ୍ତ ସଭା କୁ ସଭାପତି ହୃଷିକେଶ ବରିହା ଶୁଭାରମ୍ଭ କରିଥିଲେ।

Ad..


ପାଖା ପାଖି ୫ ହଜାର ବିଂଝାଲ ବର୍ଗ ର ସଭ୍ୟ ସଭ୍ୟା, ତଥା ପଡୋଶୀ ରାଜ୍ୟ ବିହାର, ଛତିଶଗଡ, ଝାରଖଣ୍ଡ, ଆଶାମ, ମଧ୍ୟପ୍ରଦେଶ, ବଲାଙ୍ଗୀର, ସୋନପୁର, ରୁ କର୍ମକର୍ତା ମାନେ ଯୋଗ ଦେଇ ସଭା କୁ ସମ୍ମତି ପ୍ରଦାନ କରିଥଲେ, ଏବଂ ସମସ୍ତ ଙ୍କ ସହମିତ କ୍ରମେ ପୁଣି ଥରେ ହୃଷିକେଶ ବରିହା ଙ୍କୁ ପୁନର୍ବାର ସର୍ବ ଭାରତୀୟ, ସ୍ୱଲାଖ ବିଂଝାଲ ସମାଜ ର ସଭାପତି ଚୟନ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post