ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣର ପୁନଃ ପ୍ରଶିକ୍ଷଣ କାର୍ଯ୍ୟକ୍ରମ...
ବଲାଙ୍ଗୀର,୦୨/୧୨ : ଚଳିତ ଡିସେମ୍ବର ମାସ ୪ତାରିଖରେ ହେବାକୁ ଥିବା ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ପ୍ରଶିକ୍ଷଣ ପାଇଁ ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନ, ବଲାଙ୍ଗୀରଠାରେ କ୍ଷେତ୍ର ଅନୁସନ୍ଧାନକାରୀ ମାନଙ୍କର ପୁନଃ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡ.ଜୟ ପ୍ରକାଶ ଦାଶ,ଜିଲ୍ଲା ସ୍ତରୀୟ ସାଧନ କର୍ମୀ ତଥା ଗୁଡ଼ଭେଲା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ଓ ସୁଶ୍ରୀ ସ୍ୱ।ଗତିକ ବଳିଆରସିଂ ୧୪୭ଜଣ କ୍ଷେତ୍ର ଅନୁସନ୍ଧାନକାରୀଙ୍କ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ବ୍ଳକର ସଂଯୋଜକ ଜ୍ଞାନେନ୍ଦ୍ର ମଲ୍ଲିକ,ଗଣେଶ ଜେନା, ଦେବବ୍ରତ ଗିରି,ଡ.ମନ୍ଦରଧର ସାହୁ,ଚିନ୍ମୟୀ ସାହୁ,ଆରତୀ ସାହୁ,ସ୍ୱପ୍ନା ସେଠ,ଡ.ପ୍ରଶାନ୍ତ କୁମାର ନିଖଣ୍ଡିଆ,ଅଳକା ସାମଲ,ମମତା ମଞ୍ଜରୀ ସାହୁ,ଐଶ୍ୱର୍ଯ୍ୟ। ମିତ୍ରା,ମିନାକ୍ଷୀ ମେହେର ଓ ସଞ୍ଜୟ ବାରିକ ଉପସ୍ଥିତ ରହି ସହଯୋଗ କରିଥିଲେ।
Edited by k.s thakur...


