ପ୍ରଥମ ସନ୍ତୋଷ କୁମାର ବୈକାର ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜୁନିୟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୨ ରୁ...
ବରଗଡ଼,୨୮/୧୨ : ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ୧୫ ରୁ ୧୯ ବର୍ଷ ବର୍ଗ ର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଜୁନିୟର ଖେଳାଲି ଙ୍କୁ ନେଇ ପଦ୍ମପୁର ଠାରେ ଅନୁଷ୍ଠିତ ହେବ । ପଦ୍ମପୁର ବ୍ୟାଡମିଣ୍ଟନ ଉନ୍ନୟନ କମିଟୀ ତରଫରୁ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ରାଜ୍ୟ ସ୍ତରୀୟ ଜୁନିୟର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ।
Ad..
ପଦ୍ମପୁର ଇନଡୋର ଷ୍ଟେଡିୟମ ଠାରେ ଦିନିକିଆ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ୧୭ ବର୍ଷ ରୁ କମ୍ ବର୍ଷ ବର୍ଗର ବାଲିକା ଙ୍କ ବ୍ୟାଡମିଣ୍ଟନ, ୧୫ ବର୍ଷ ରୁ କମ ବର୍ଗ,୧୯ ବର୍ଷ ରୁ କମ୍ ବର୍ଗ ବାଲକ ଖେଳାଲି ଙ୍କୁ ନେଇ ଦିନିକିଆ ଟୁର୍ଣ୍ଣାମେଣ୍ଟର ଆୟୋଜିତ ହେବା ପାଇଁ...
Ad..
ଆଜି ଆୟୋଜନ କମିଟୀ ର କର୍ମକର୍ତ୍ତା ଓ ସଦସ୍ୟ ଆଇନଜୀବୀ ହରି ସିଂ, ପ୍ରତାପ ମିଶ୍ର, ବିଷ୍ଣୁ ମାଧବ ଦୋରା, କିଶୋର ପାତ୍ର, ରାଜେଶ ଅଗ୍ରୱାଲ,ନିପନ ସାହୁ,ଦୀପକ ଅଗ୍ରୱାଲ , ଦିନେଶ ବାରିକ ପ୍ରମୁଖ ଙ୍କ ଉପସ୍ଥିତି ରେ ଘୋଷଣା କରାଯାଇଛି।
Ad..
Report : Bijay ku sahu
Edited by k.s thakur...
Tags:
badminton tournament
Bargarh
latest news
latest update
odisha daily current affairs
press conference




