ବରଗଡ଼ ଇସ୍କନ ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ...

ବରଗଡ଼ ଇସ୍କନ ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ...


ବରଗଡ଼,୦୨/୧୧ : ଶନିବାର ଦିନ ସ୍ଥାନୀୟ ଭଟଲି ରୋଡ଼ ସ୍ଥିତ ଶାଇ ଶ୍ରର୍ଦ୍ଧା ମଣ୍ଡପ ଠାରେ ବରଗଡ଼ ଇସ୍କନ ପ୍ରଚାରକ ଆଚାର୍ଯ୍ୟ ସୁମଧୁର ଦାଶ ଙ୍କ ଆହୁତ ରେ ଗୀରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଅଛି ।

      Ad..


ଭଜନ କୀର୍ତ୍ତନ ଏବଂ ଛପନ ଭୋଗ ର ଆୟୋଜନ କରାଯାଇଥିଲା। ଏଥିରେ ସର୍ବଶ୍ରୀ ସୁକାନ୍ତ ପ୍ରଭୁ, ନରହରି ପ୍ରଭୁ, ଅଭିଜିତ ପ୍ରଭୁ, ବସନ୍ତ ପ୍ରଭୁ, ଦୁର୍ଳଭ ପ୍ରଭୁ, ସୁଶାନ୍ତ ପ୍ରଭୁ ଆଦି ଯୋଗଦେଇଥିବା ବେଳେ ଶହ ଶହ ସଂଖ୍ୟାରେ ମାତା ଓ ଭକ୍ତ ମାନେ ଯୋଗଦେଇଥିଲେ।ପିଣ୍ଟୁ ପ୍ରଭୁଙ୍କ ଦ୍ଵାରା ଛପନ ଭୋଗ ର ଆୟୋଜନ କରାଯାଇଥିଲା।

         Ad..





Report : Bijay ku sahu

Edited by k.s thakur...

Post a Comment

Previous Post Next Post