ଯୁଵାଖୋଲ ରୁ ଜମରତଲା ରାସ୍ତା ପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କ ଦ୍ଵାରାସ୍ତ...

ଯୁଵାଖୋଲ ରୁ ଜମରତଲା ରାସ୍ତା ପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କ ଦ୍ଵାରାସ୍ତ...


ପଦ୍ମପୁର,୦୭/୧୧ : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଯୁଵାଖୋଲ ଗ୍ରାମରୁ ଜମରତଲା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା  ମରଣଜନ୍ତା ପାଲଟିଛି । ଏହି ରାସ୍ତାକୁ ଅନେକ ଥର କରିବା ପାଇଁ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ  ଟ୍ଵିଟର ମାଧ୍ୟମରେ ଗ୍ରାମ୍ୟ ବ୍ଲକ ଉନ୍ନୟନ ଅଧିକାର  ଗାଇସିଲେଟ ଅନୁରୋଧ କରିଥିଲେ । 

     Ad..


ଘଟଣା ସ୍ଥଳକୁ ଆସି ଦେଖି ରାସ୍ତା ହେଵ ଵଲି ପ୍ରତି ସୃତି ଦେଇ ଉତ୍ତର ରଖିଥିଲେ ହେଲେ ଏ ଯାଏ  ରାସ୍ତା ଯେମିତିକୁ ସେମିତି ଅଛି ।  ଏହି ରାସ୍ତା ଦେଇ ଅନେକ ସ୍କୁଲ ଛାତ୍ରଛାତ୍ରୀ ଜମରତଲା ହାଇସ୍କୁଲ ଯିଵା ଆସିବା କରି ଥାନ୍ତି। ପାଟଣାଗଡ଼,ଘସିଏନ, ଲରମ୍ବା ଯିବା ଆସିବାକୁ କରିଥାନ୍ତି ଲୋକେ। ଫଳରେ ବର୍ଷାଋତୁରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଯାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। 

Ad..


ବିଭାଗୀୟ ଅଧିକାରୀଙ୍କୁ ଦୀର୍ଘଦିନ ଧରି ଅଭିଯୋଗ କରାଯାଇଥିଲେ ସୁଦ୍ଧା ରାସ୍ତା ହେଉନାହିଁ କାହିଁକି। ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଧୂବାସୀମାନେ ତଥା ସଚେତନ ନାଗରିକବୃନ୍ଦ ଦାବି କରିଛନ୍ତି ଯୁବୋଖୋଲ ଗ୍ରାମବାସୀ ଅତିରିକ୍ତ ଜିଲ୍ଲା ପାଳ ଦ୍ଵାରସ୍ଥ ହୋଇଛନ୍ତି। ଅତିରିକ୍ତ ଜିଲ୍ଲା ନ ଥିବାରୁ ଡେପୁଟି ମେଡମକୁ ଭେଟି ପତ୍ର ଦେଇଛନ୍ତି।




Report : Bijay ku sahu

Edited by k.s thakur...



Post a Comment

Previous Post Next Post