ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ପରୀକ୍ଷା...

ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ପରୀକ୍ଷା...


ବଲାଙ୍ଗୀର,୩୦/୧୧ : ଆସନ୍ତା ଡିସେମ୍ବର ଚାରି ତାରିଖରେ ହେବାକୁ ଥିବା ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ପାଇଁ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଚାଲିଛି।ଏହି ଅବସରରେ ଆଜି ବଲାଙ୍ଗୀର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କର ତୃତୀୟ, ଷଷ୍ଠ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ପ୍ରସ୍ତୁତି ପରୀକ୍ଷା କରାଯାଇଥିଲା।

           Ad..


ଏହି ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ପରୀକ୍ଷା ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ତଥା ଜିଲ୍ଲା ଶିକ୍ଷା ଓ ପ୍ରତିଷ୍ଠାନ ଅଧ୍ୟକ୍ଷ ଡ.ଜୟ ପ୍ରକାଶ ଦାଶଙ୍କ ତତ୍ତ୍ୱାବଧାନରେ ହୋଇଥିଲା।ଏଥିରେ ଜିଲ୍ଲାର ଡିଆଇଇଟିର ସମସ୍ତ ପ୍ରଶିକ୍ଷକ,ସମଗ୍ର ଶିକ୍ଷାର ସମସ୍ତ ଅଧିକାରୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗଣ ବିଭିନ୍ନ କେନ୍ଦ୍ରକୁ ଯାଇ ତଦାରଖ କରିଥିଲେ।



Edited by k.s thakur...

Post a Comment

Previous Post Next Post