ଜିଲ୍ଲା ପୁରୁଷ ଓ ମହିଳା କବାଡି ଖେଳାଳି ଙ୍କ ଚୟନ ଆସନ୍ତା ୬ ତାରିଖ ରେ...

ଜିଲ୍ଲା ପୁରୁଷ ଓ ମହିଳା କବାଡି ଖେଳାଳି ଙ୍କ ଚୟନ ଆସନ୍ତା ୬ ତାରିଖ ରେ...


ବରଗଡ,୦୨/୧୦ : ଆଗାମୀ ଆନ୍ତଃ ଜିଲ୍ଲା କବାଡି ପ୍ରତିଯୋଗୀତା ପାଇଁ ବରଗଡ ଜିଲ୍ଲା ର ପୁରୁଷ ଓ ମହିଳା କବାଡି ଖେଳାଳି ଙ୍କ ଚୟନ ଆଗାମୀ ନଭେମ୍ବର ୬ ତାରିଖ ଦିନ ବରଗଡ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବ।

Ad..



ଏଥିରେ ଭାଗ ନେବାକୁ ଇଛୁକ ଖେଳାଳି ମାନେ ସେମାନଙ୍କ ଆଧାର କାର୍ଡ ନେଇ ଉକ୍ତ ଦିନ ସକାଳ ୮ ଘଣ୍ଟା ସମୟରେ ଷ୍ଟାଡିୟମ୍ ରେ ଉପସ୍ଥିତ ରହିବେs ବୋଲି ଜିଲ୍ଲା କ୍ରୀଡ଼ା ସାଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର ଓ ଆଉଟ୍ଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ ଜଣାଇଛନ୍ତି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post