ବ୍ଲକ ଶିକ୍ଷା କାର୍ଯ୍ୟାଳୟ ରେ ବରିଷ୍ଠ କିରାଣୀ ଙ୍କ ଯୋଗଦାନ୍...

ବ୍ଲକ ଶିକ୍ଷା କାର୍ଯ୍ୟାଳୟ ରେ ବରିଷ୍ଠ କିରାଣୀ ଙ୍କ ଯୋଗଦାନ୍...


ପଦମପୁର,୨୫/୧୧ : ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପଦମପୁର ରେ ଶ୍ରୀ ଦୀପକ ପଣ୍ଡା ଆଜି ଯୋଗଦାନ କରିଛନ୍ତି। ତାଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇ ଫୁଲ ତୋଡା ଦେଇ ସ୍ବାଗତ କରିଥିଲେ।

         Ad..


ଏହି ସ୍ବାଗତ ସମାରୋହରେ ଏ ବି ଇ ଓ ଶ୍ରୀ ଶିବ ପ୍ରସାଦ ଯୋଶୀ, ଶ୍ରୀ ଦିଲୀପ ଭୋଇ, ଶ୍ରୀ ପରମେଶ୍ବର ନାଗ, ଶ୍ରୀ ଶ୍ରୀକାନ୍ତ ପ୍ରଧାନ, ଶ୍ରୀ ଭଗବାନ ତରେଇ, ଶ୍ରୀ ଜଗନ୍ନାଥ ବେହେରା, ଶ୍ରୀ କପିଳ ସାହୁ, ଶ୍ରୀମତୀ ନବନିତା ସେଠ୍, ସୁଶ୍ରୀ ସଙ୍ଗୀତା ରାଉତ ଓ ଶ୍ରୀ ପ୍ରଶାନ୍ତ ନାଏକ ଉପସ୍ଥିତ ଥିଲେ ଓ ସ୍ବାଗତ ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ। 

ବିଇଓ ଶ୍ରୀ ଭୋଇ ଶ୍ରୀ ପଣ୍ଡାଙ୍କର ଯୋଗଦାନ ଫଳର ଅଫିସ କାର୍ଯ୍ଯ ଆହୁରି ସୁଗମ ହୋଇ ପାରିବ ବୋଲି ମତବ୍ୟକ୍ତ କରିବା ସହ ଖୁସି ବ୍ୟକ୍ତ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟଯେ ଶ୍ରୀ ପଣ୍ଡା  ବରିକେଲ୍ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ ଓ ସେଠାରୁ ବଦଳି ହୋଇ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଯୋଗଦାନ କଲେ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post