'ପ୍ରୟାସ ' : ଝିଅଟିଏ ଜନ୍ମନେଲେ ଘର ଦୁଃଖ ନୁହେଁ ବରଂ ଖୁସି ଓ ଆନନ୍ଦରେ ଉତ୍ସବ ମୁଖର ହେବା ଉଚିତ...
ପଦ୍ମପୁର,୧୩/୧୦ : ରବିବାର ସ୍ଥାନୀୟ ପଦ୍ମପୁର ଉପଖଣ୍ଡ ଚିକତ୍ସାଲୟରେ 'ପ୍ରୟାସ 'ପଦ୍ମପୁରର ନିର୍ଦ୍ଧାରିତ ପ୍ରସ୍ତାବକ୍ରମେ ଶକ୍ତିସ୍ୱରୂପା, ନରିଯେ ସର୍ବଦା ବନ୍ଦନୀୟ, ନାରୀର ସ୍ଥାନ ଖୁବ ଉଚ୍ଚରେ ଝିଅଟିଏ ଜନ୍ମନେଲେ ଘର ଦୁଃଖ ନୁହେଁ ବରଂ ଖୁସି ଓ ଆନନ୍ଦରେ ଉତ୍ସବ ମୁଖର ହେବା ଉଚିତ ଏହାହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।
Ad..
ଏହି କାର୍ଯ୍ୟକ୍ରମଟି ସଭାପତି ପ୍ରକାଶ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ଡାକ୍ତର ପ୍ରଭାତ ନାରାୟଣ ତ୍ରିପାଠୀ ସ୍ତ୍ରୀ ଓ ପ୍ରସୂତି ବିଭାଗ ଉପଖଣ୍ଡ ଚିକତ୍ସାଲୟ ଝିଅଟିଏ ଜନ୍ମହେଲେ କିଛି ପରିବାର ଦୁଃଖ ଅନୁଭବ କରନ୍ତି, ତାହା ଅlଦ୍ୟୋ ଠିକ ନୁହେଁ ନାରୀ ସ୍ନେହ, ଶକ୍ତି ଓ ଐଶ୍ୱର୍ଯ୍ୟର ଆଧାର ବୋଲି...
Ad..
ମତ ବ୍ୟକ୍ତ କାଟିଥିଲେ।କାର୍ଯ୍ୟକ୍ରମ ସୂଚୀ ଅନୁସାରେ ସଭାପତି ଓ ସମ୍ପାଦକ ନବମୀ ଦିନ ଜନ୍ମ ଗ୍ରହଣ କରିଥିବା ସୁକନ୍ୟା ଦ୍ବୟଙ୍କୁ କିଛି ଫଳ ଉପହାର ପ୍ରଦାନ କରିଥିଲେ।ସମ୍ପାଦକ ଆମ ହିନ୍ଦୁ ସଂସ୍କୃତିର ଶାସ୍ତ୍ର ନାରୀଙ୍କୁ ଉଚ୍ଚ ସ୍ଥାନରେ ଅଧିଷ୍ଠିତ କରିଛି ଆଜି ତାର ପ୍ରତିଫଳନ ହୋଇଛି ବୋଲି ବକ୍ତବ୍ୟ ରଖିଥିଲେ।
Ad..
କାର୍ଯ୍ୟକ୍ରମରେ କୋଷlଧ୍ୟକ୍ଷ ବ୍ରଜ ମୋହନ ସାହୁ, ସରୋଜ ମେହେର, ଅଶୋକ ବହିଦାର, ରବୀନ୍ଦ୍ର ମେହେର,ଯୁଗ୍ମ ସମ୍ପାଦକ ସୁମନ୍ତ ସାହୁ, ଦିଲ୍ଲୀପ ବାରିକ, ପ୍ରମୋଦ ପଣ୍ଡା, ତୁଲାରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ରଘୁନାଥ ପୁରୀ ଧନ୍ୟବାଦ ପ୍ରଦାନ କରିଥିଲେ।
Report : Bijay ku sahu
Edited by k.s thakur...




