ପଞ୍ଚାୟତ ମହାବିଦ୍ୟାଳୟ ଠାରେ କଲେଜ ଛାତ୍ରୀ ଙ୍କ ସ୍ବାସ୍ଥ୍ୟ ସଚେତନ କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ...

ପଞ୍ଚାୟତ ମହାବିଦ୍ୟାଳୟ ଠାରେ କଲେଜ ଛାତ୍ରୀ ଙ୍କ ସ୍ବାସ୍ଥ୍ୟ ସଚେତନ କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ...


ବରଗଡ଼,୨୧/୧୦ : ଆଜି ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ଠାରେ କଲେଜ ଛାତ୍ରୀ ଙ୍କ ସ୍ବାସ୍ଥ୍ୟ ସଚେତନ କୁ ନେଇ ଏକ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ନକୁଲ ସେଠ୍ ଙ୍କ ଅଧ୍ୟକ୍ଷତା ରେ  ଅନୁଷ୍ଠିତ ହେଇଥିଲା, ଯାହାର ନାମ "ଖୁସି"।

             Ad..


ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପିକା ଡ. ରାଜଶ୍ରୀ ଭଞ୍ଜ ସଂଯୋଜନା କରିଥିଲେ ଓ ଡ. ସୁନିତା ବେହେରା, ଶ୍ରୀମତୀ ବାସନ୍ତୀ ଓରାମ ଏବଂ ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲାର ସଭାପତି ତଥା ଆଲୁମନି ସଦସ୍ୟ ବିମଳ କୁମାର ଦାଶ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କଲେଜ ଛାତ୍ରୀ ମାନ ଙ୍କୁ ସ୍ବାସ୍ଥ୍ୟ ସଚେତନତା ର ବାର୍ତ୍ତା ଦେଇଥିଲେ ପରେ ସମସ୍ତ ଛାତ୍ରୀ ମାନ ଙ୍କୁ ସାନିଟାରୀ ନେପକିନ୍ ବିତରଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post