ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ବଚ୍ଛତା କାର୍ଯ୍ୟକ୍ରମ...

ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ବଚ୍ଛତା କାର୍ଯ୍ୟକ୍ରମ...


କଣ୍ଟାବାଞ୍ଜି,୦୩/୧୦  : କଣ୍ଟାବାଞ୍ଜି ସିଭିଲ କୋର୍ଟ ପରିସରରେ ଆଝି ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

         Ad..


ଏହି ଅବସରରେ ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି ରାଜେଶ କୁମାର ନାୟାର,ବରିଷ୍ଠ ବିଚାରପତି ତଥା ସହାୟକ ଦୌରା ବିଚାରପତି ପରିତୋଷ କୁମାର ସେଠୀ,କୋର୍ଟ ଷ୍ଟାଫ୍ ନିଜ ହାତରେ ଝାଡୁ ଧରି ସଫେଇ କରିବା ସହ ସ୍ବଚ୍ଛତା ପ୍ରତି ଲୋକଙ୍କୁ ଜଗୃକ କରିଥିଲେ।

Ad..



ଏହି କାର୍ଯ୍ୟକ୍ରମ ରେ ତୁମେଶ୍ୱର ମେହେର,କାର୍ତ୍ତିକ ଲୁହା ,ସୁନିଲ କୁମାର ପାଣିଗ୍ରାହୀ, ଆଶିଷ କୁମାର ରଥ, ଫଣିନ୍ଦ୍ର ଧରୂଆ,ବ୍ରଜ ବିହାରୀ ମିର୍ଦ୍ଧା, ସମ୍ବିତ ମହାପାତ୍ର, ସୁଧାଂଶୁ ଶେଖର ନାୟକ,ରାଜେଶ କୁମାର,ମୃତ୍ୟୁଞ୍ଜୟ ସେଠୀ,ସାଗରବାଲା ଦାସ,ଦୀପକ ପୁଷ୍ପପାଲକ , ଫାଲଗୁନି ଭୋଇ,ଶେଖର ଥପା ଓ ଆଉଟ୍ ସୋର୍ସିଂ ଷ୍ଟାଫ୍ ରାଜେଶ ସିନ୍ଦ୍ରିୟା,ତିକେଲାଲ ଶବର,ମାନସ ହାତୀ, ରୁପେଶ ସେନ୍ଦ୍ରିୟା ପ୍ରମୁଖ ଉପସ୍ଥିତ ଥିଲେ।






Edited by k.s thakur...




Post a Comment

Previous Post Next Post