ବନ ଦୁର୍ଗା ମନ୍ଦିର ରେ ବ୍ରହ୍ମଚାରିଣୀ ଦେବୀଙ୍କ ପୂଜା...

ବନ ଦୁର୍ଗା ମନ୍ଦିର ରେ ବ୍ରହ୍ମଚାରିଣୀ ଦେବୀଙ୍କ ପୂଜା...


ବରଗଡ଼,୦୪/୧୦ : ଆଜି ମାଁ ଦୁର୍ଗା  ଙ୍କ ନବରାତ୍ର ର ଦୂତୀୟ ଦିନରେ ପଦ୍ମପୁର ସ୍ଥିତ ଦୁର୍ଗା ମନ୍ଦିର ଠାରେ ମାଁ ବ୍ରହ୍ମଚାରିଣୀ ଦେବୀଙ୍କ ପୂଜା ଅନିଲ କୁମାର ବେହେରା ଓ ତାଙ୍କ ସହଧର୍ମିଣୀ ସୁଦେଷ୍ଣା ବେହେରା କର୍ତ୍ତା ଏବଂ ପଣ୍ଡିତ ରଘୁନାଥ ତ୍ରିପାଠୀ...

Ad..



ପଣ୍ଡିତ ଗିରିଶ ଚନ୍ଦ୍ର ହୋତା,ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ,ପଣ୍ଡିତ ଅଶୋକ ପଣ୍ଡା,ପଣ୍ଡିତ ସନ୍ତୋଷ ମିଶ୍ର ଙ୍କ ଦ୍ୱାରା ମାଁ ବ୍ରହ୍ମଚାରିଣୀ ଓ ପାର୍ଶ୍ୱ  ଦେବୀଙ୍କୁ ଅବାହନ କରି ଶୋଡଶ ଉପଚାର ,ଘଣ୍ଟ ଶଙ୍ଖ ବାଦ୍ୟ ସହିତ ମାଁ ଦୁର୍ଗାଙ୍କ ସ୍ତୁତି ରେ ପୂଜାର୍ଚନା କରାଯାଇଥିଲା। 

Ad..



ବନ ଦୁର୍ଗା ମନ୍ଦିର ର ପୂଜକ ପ୍ରଶାନ୍ତ କୁମାର ପଣ୍ଡା, ସଭାପତି ଡ଼. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧକ୍ଷ ଅନିଲ କୁମାର ବେହେରା,ଶୁଶାନ୍ତ କୁମାର ପଧାନ ଓ ସରୋଜ ଯୋଶୀ ସହଯୋଗ କରିଥିଲେ।

Ad..














Report : Bijay ku sahu

Edited by k.s thakur...

Post a Comment

Previous Post Next Post