ବାଣିଜ୍ୟକର ବିଭାଗ ପକ୍ଷରୁ ୧୫ କିଲୋଗ୍ରାମରୁ ଅଧିକ ସୁନା ଗହଣା ଜବତ...

ବାଣିଜ୍ୟକର ବିଭାଗ ପକ୍ଷରୁ ୧୫ କିଲୋଗ୍ରାମରୁ ଅଧିକ ସୁନା ଗହଣା ଜବତ...


ବାରିପଦା,୨୬/୧୦ : ମୟୂରଭଞ୍ଜର ବାଣିଜ୍ୟ କର ବିଭାଗ ପକ୍ଷରୁ ୧୫ କିଲୋଗ୍ରାମରୁ ଅଧିକ ସୁନା ଗହଣା ଥିବା ସିକ୍ୱଏଲ କମ୍ପାନିର ଏକ ଲଜିଷ୍ଟିକ ଭ୍ୟାନକୁ ଜବତ କରାଯାଇଥିବା କଥା ବାଣିଜ୍ୟ କର ବିଭାଗର ଡେପୁଟି କମିଶନର ସୂଚନା ଦେଇଛନ୍ତି। 

         Ad..


ଏହି ଗାଡ଼ିରେ ମୁମ୍ବାଇ, କୋଲକାତା, ବାଲେଶ୍ଵର ଓ ବାରିପଦାର କିଛି ଗହଣା ବ୍ୟବସାୟୀଙ୍କ ନାମରେ ବିଲ୍ ଥିବାରୁ ସେଥିରେ ସନ୍ଦେହ କରାଯାଉଥିବା ବାଣିଜ୍ୟ କର ଅଧିକାରୀ କହିଛନ୍ତି।

        Ad..




Edited by k.s thakur...



Post a Comment

Previous Post Next Post