ପଦ୍ମପୁର ବିଜୁ ଜନତା ଦଳ ର ପଦଯାତ୍ରା...

ପଦ୍ମପୁର ବିଜୁ ଜନତା ଦଳ ର ପଦଯାତ୍ରା...


ବରଗଡ଼/ପଦ୍ମପୁର,୨୩/୧୦ : ଅକ୍ଟୋବର ୨ ତାରିଖ ରୁ ଶୁଭାରମ୍ଭ ହୋଇଥିବା ଜନା ସଂପର୍କ ପଦଯାତ୍ରା ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି। ପାଇକମାଲ ମୁଖ୍ୟ ବଜାର ପ୍ରାଙ୍ଗଣ ଠାରୁ ଆରମ୍ବ ହୋଇ ସାଲେପାଲି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। 

Ad..


ଏହି ପଦଯାତ୍ରା ରେ ବିଜେଡିର ବରିଷ୍ଠ ନେତା ମାନେ ଯୋଗଦାନ କରିଥିଲେ। ପଦଯାତ୍ରା ରେ ବିଜେଡ଼ି ସରକାର ସମୟରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟକ୍ରମ ବାବଦରେ ଲୋକଙ୍କୁ ବୁଝାଇଥିଲେ ଏବଂ ସାଲେପାଲି ଠାରେ ଅନୁଷ୍ଠିତ ହୋଇଥିବା ସଭାରେ ଆଗାମୀ ଦିନରେ ଦଳକୁ କିଭଳି ଭାବରେ ଆହୁରି ମଜବୁତ କରାଯିବ  ତାସଙ୍ଗେ ଲୋକଙ୍କ ସହିତ ଯୋଡ଼ି ହେବା ପାଇଁ ନେତା ଓ କର୍ମୀ ଙ୍କୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଉଦବୋଧନ ଦେଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post