ପଦ୍ମପୁର ଯାଦବ ସମାଜ ତରଫରୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ସମ୍ବର୍ଦ୍ଧନା...
ବରଗଡ଼,୧୨/୦୯ : ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ପଦ୍ମପୁର ଯାଦବ ସମାଜ ତରଫର ସମ୍ବର୍ଦ୍ଧିତ କରାଯାଇଛି।
Ad..
ପଦ୍ମପୁର ଏନ୍ ଏ ସି ର ଯାଦବ ସମାଜ ତରଫରୁ ସଭାପତି ଗଙ୍ଗାଧର ଚିରଗୁନ, ଉପ ସଭାପତି ସୁଦର୍ଶନ ଗଉଡ, ସମ୍ପାଦକ ଗଣପତି ବଗର୍ତ୍ତି, ଜିଲ୍ଲା ଉପସଭାପତି ଘନଶ୍ୟାମ ପୁଞ୍ଜି ଙ୍କ ସମେତ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଙ୍କ ସମେତ ବରିଷ୍ଠ ଯାଦବ ସମାଜ ସଦସ୍ୟ ଚିନ୍ତାମଣି ମଲ୍ଲିକ, ପ୍ରଫୁଲ୍ଲ ଭୋଇ, ମୋହନ୍ ବନଛୋର ଙ୍କ ସହ ଯାଦବ ସମାଜ ତରଫରୁ ସଦସ୍ୟ ମାନେ ଯୋଗଦାନ ଦେଇ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ଶୁଭେଚ୍ଛା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି।
Ad..
ଏହି ଅବସରରେ ସାଂସଦ ସମସ୍ତ ଉପସ୍ଥିତ ଯାଦବ ସମାଜ ର କର୍ମକର୍ତ୍ତା ଓ ସଦସ୍ୟ ଙ୍କ ସହ ଦିର୍ଘ ସମୟ ଧରି ଆଲୋଚନା କରିଥିଲେ । ଗତ ଜନ୍ମାଷ୍ଟମୀ ସମୟରେ ପଦ୍ମପୁର ଠାରେ ଯାଦବ ସମାଜ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଲୋକସଭା ରେ ସାଂସଦ ଯୋଗଦାନ ଦେଇ ଥିବାରୁ ଯାଦବ ଙ୍କ କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇପାରି ନଥିଲେ ଫଳରେ ଆସନ୍ତା ବର୍ଷ ଜନ୍ମାଷ୍ଟମୀ ରେ ଯୋଗଦାନ ଦେବାପାଇଁ ମୋ ତରଫରୁ ଚେଷ୍ଟା କରିବି ବୋଲି ଉପସ୍ଥିତ ଯାଦବ ସଦସ୍ୟ ମାନଙ୍କୁ କହିଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh mp
bargarh news
felicitation
latest news
latest update
padampur
pradeep Purohit
yadav samaj



