ବିଜେପି ଯୁବମୋର୍ଚ୍ଚା ବରଗଡ଼ ବିଧାନସଭା ତରଫରୁ ସେବାପକ୍ଷ ଅବସରରେ ରକ୍ତଦାନ ଶିବିର...

ବିଜେପି ଯୁବମୋର୍ଚ୍ଚା ବରଗଡ଼ ବିଧାନସଭା ତରଫରୁ ସେବାପକ୍ଷ ଅବସରରେ ରକ୍ତଦାନ ଶିବିର...


ବରଗଡ଼, ୨୦/୦୯ :  ବିଶ୍ୱର ଯଶସ୍ଵି ନେତା ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କ ଜନ୍ମ ଦିନ ସପ୍ତାହ ରେ ଆୟୋଜିତ ସେବାପକ୍ଷ କାର୍ଯ୍ୟକ୍ରମରେ ଭାରତୀୟ ଜନତା ଯୁବମୋର୍ଚ୍ଚା ବରଗଡ଼ ବିଧାନସଭା ତରଫରୁ ଘୁଲିପାଲି ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଯୁଧିଷ୍ଟିର ମେହେର ଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । 

            Ad..


ଏହି ଶିବିର କୁ ବିଜେପି ଜିଲ୍ଲା କାର୍ଯକାରୀ ସଭାପତି ଡ଼ା. ଆରୁପାନନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ଦେବେଶ ଶତପଥୀ, ଅମିତ ପଣ୍ଡା , ବିନୟ ଶର୍ମା , ଘନଶ୍ୟାମ ସାହୁ , ଆୟୁଷ ସିଂହ , କୁଶ ସାହୁ , ସୁବଳ ମେହେର ପ୍ରମୁଖ ସହଯୋଗ କରିଥିଲେ । 

ଏହି ଶିବିରରେ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି , ରୁପେଶ ପ୍ରଧାନ , ରାହୁଲ ନାଗ , ବିନୟ ଶର୍ମା , ଦୃୟୋଜଧନ ଟେଥି, ଯୁଧିଷ୍ଟିର ମେହେର , ଆଶୁତୋଷ ପ୍ରଧାନ , ସଞ୍ଜୟ ପ୍ରଧାନ , ଜୟପ୍ରକାଶ ଭୋଇ , ପ୍ରେମାନନ୍ଦ ପ୍ରଧାନ , ଆୟୁଷ ସିଂ , ସହଦେବ ପାଣ୍ଡେ , ସୁଦାମ ଭୁଏ , ରିଯୁ ନାଏକ , ନୀଳ ରଣା, ବିମଳ ପ୍ରଧାନ , ହେମନ୍ତ ବାଗ ,  ବର୍ଷା ମହାନ୍ତି , ନିରୁପମା ପାଣ୍ଡେ , ସଞ୍ଜୀବ ନାଏକ , ବିକ୍ରମ ମତାରି , ସୁରେନ୍ ସୁନା , ଆକାଶ ମତାରି , ସୁବଳ ମେହେର , ବିକାଶ ପ୍ରଧାନ , ସମୀର ମେହେର , ଜଗନ ପ୍ରଧାନ ପ୍ରମୁଖ ରକ୍ତଦାନ କରିଥିଲେ ।




Report : Bijay ku sahu

Edited by k.s thakur...



Post a Comment

Previous Post Next Post