ଟାଟା ପାୱାର କୁ ସରକାର ଙ୍କ ଅନୁକମ୍ପା କାହିଁକି ?
ବରଗଡ଼,୦୩/୦୯ : ସାଧାରଣ ଜନତା ଙ୍କ ପାଇଁ ସରକାର ଙ୍କ ଆଇନ ହେଲେ ଟାଟା ପାୱାର କୁ ସରକାରୀ ଅନୁକମ୍ପା। ସରକାରୀ ଜମିକୁ ଜବରଦଖଲ କରିଥିବା ଜନସାଧାରଣ ଙ୍କୁ ସରକାର ନାଲିଆଖି ଦେଖାଇ ବେଦଖଲ ପାଇଁ ନୋଟିସ କରୁଥିବା ବେଳେ କେତେକ ସ୍ଥାନର ଜବରଦଖଲ ଉଚ୍ଛେଦ କରିସାରିଛନ୍ତି।
Ad..
ପୂର୍ବରୁ ବିଦ୍ୟୁତ ବିଭାଗ ର ପାୱାର ହାଉସ୍ ଓ ଇଲେକ୍ଟି ଅଫିସ ଥିବା ସମୟରେ ପାଚେରୀ ଦିଆଯାଇଥିଲା ଓ ପାଚେରୀ ଭିତରେ ବିଦ୍ୟୁତ ବିଭାଗର ସମସ୍ତ ଉପକରଣ ଖଞ୍ଜା ଯାଇଥିଲା ଏବେ କିନ୍ତୁ ଟାଟା ପାୱାର ଉକ୍ତ ବିଭାଗ କୁ ହାତକୁ ନେବାପରେ ପାଚେରୀ ବାହାରେ ବିଦ୍ୟୁତ ସାମଗ୍ରୀ ଲଗାଇଛି ଯାହା ସାଧାରଣ ଲୋକଙ୍କ ପାଇଁ ବିପଦ ଓ ଅନ୍ୟପଟେ ଜବରଦଖଲ। ବିଜୁ ଏକ୍ସପ୍ରେସୱେ ରାସ୍ତା ତିଆରି କାମ ପାଇଁ ବହୁ ଘର, ଜମି ବେଦଖଲ କରାଯାଇଥିବା ବେଳେ ଏବେ ସରକାର ସରକାରୀ ଜମି କୁ ଉଛେଦ କରୁଛନ୍ତି ହେଲେ ଟାଟା ପାୱାର କୁ ଅନୁକମ୍ପା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
କିନ୍ତୁ ପଦ୍ମପୁର ଠାରେ ଟାଟା ପାୱାର ପାଚେରୀ ବାହାରେ ବିଜୁ ଏକ୍ସପ୍ରେସୱେ ରାସ୍ତା କୁ ଲାଗି ଟିପିଡବ୍ଲୁଓଡିଏଲ ଟାଟା ପାୱାର ତା'ର ପାୱାର ହାଉସ୍ ଉପକରଣ ଲଗାଇଥିଲେ ବି ଉକ୍ତ ଟାଟା ପାୱାର ର କାର୍ଯ କୁ ସରକାର ଉଛେଦ କରୁ ନାହାନ୍ତି କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
Ad..
ପୂର୍ବରୁ ବିଦ୍ୟୁତ ବିଭାଗ ର ପାୱାର ହାଉସ୍ ଓ ଇଲେକ୍ଟି ଅଫିସ ଥିବା ସମୟରେ ପାଚେରୀ ଦିଆଯାଇଥିଲା ଓ ପାଚେରୀ ଭିତରେ ବିଦ୍ୟୁତ ବିଭାଗର ସମସ୍ତ ଉପକରଣ ଖଞ୍ଜା ଯାଇଥିଲା ଏବେ କିନ୍ତୁ ଟାଟା ପାୱାର ଉକ୍ତ ବିଭାଗ କୁ ହାତକୁ ନେବାପରେ ପାଚେରୀ ବାହାରେ ବିଦ୍ୟୁତ ସାମଗ୍ରୀ ଲଗାଇଛି ଯାହା ସାଧାରଣ ଲୋକଙ୍କ ପାଇଁ ବିପଦ ଓ ଅନ୍ୟପଟେ ଜବରଦଖଲ। ବିଜୁ ଏକ୍ସପ୍ରେସୱେ ରାସ୍ତା ତିଆରି କାମ ପାଇଁ ବହୁ ଘର, ଜମି ବେଦଖଲ କରାଯାଇଥିବା ବେଳେ ଏବେ ସରକାର ସରକାରୀ ଜମି କୁ ଉଛେଦ କରୁଛନ୍ତି ହେଲେ ଟାଟା ପାୱାର କୁ ଅନୁକମ୍ପା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।
Report : Bijay ku sahu
Edited by k.s thakur...