ସେପ୍ଟେମ୍ବର ୧ ଜାତୀୟ ଡ୍ରାଇଭର ଦିବସ : ଓଡିଶା ଡ୍ରାଇଭର ମହାସଂଘ କଣ୍ଟାବାଞ୍ଜି ଡ୍ରାଇଭର ସଙ୍ଘ ତରଫ ରୁ ପାଳନ...
କଣ୍ଟାବାଞ୍ଜି,୦୧/୦୯ : ବଲାଙ୍ଗୀର ଜିଲ୍ଲା ଓଡିଶା ଡ୍ରାଇଭର ମହାସଂଘ ,କଣ୍ଟାବାଞ୍ଜି ଡ୍ରାଇଭର ସଂଘ ତରଫ ରୁ ସେପ୍ଟେମ୍ବର ୧ ଜାତୀୟ ଡ୍ରାଇଭର ଦିବସ ପାଳନ କରାଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଓଡିଶା ଡ୍ରାଇଭର ମହାସଂଘ ରାଜ୍ୟ ସହ ସମ୍ପାଦକ ଘନଶ୍ୟାମ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
Ad..
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଶ୍ରୀ ବେହେରା କେକ୍ କାଲି ଜାତୀୟ ଡ୍ରାଇଭର ଦିବସ ପାଳନ ସହ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥଲେ। ଡ୍ରାଇଭର ମାନଙ୍କ ସମସ୍ୟା ସହ ଅନେକ ନ୍ୟାର୍ଯ୍ୟ ଦାବି ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଶ୍ରୀ ବେହେରା ମତ ପ୍ରକାଶ କରିଥିଲେ।
Ad..
ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗିର ଜିଲ୍ଲା ସମ୍ପାଦକ ଇସାକ ସାଗର, ବଲାଙ୍ଗିର ଜିଲ୍ଲା କୋଷାଦକ୍ଷ ଅମିତ ଦଣ୍ଡସେନା, କଣ୍ଟାବାଞ୍ଜି ନଗର ସଭାପତି ଜିତ ଧାରୁଆ,ପ୍ରସାଦ ବାଗ,ଆର୍ତ୍ତ ମହାନଦ, ନନ୍ଦଲାଲ କୁମ୍ଭାର,ଚନ୍ଦ୍ର ଦାସ, ଭୂଜ ବାଗ, ଯୁଗେଶ୍ୱର୍ ବେହେରା ଲକ୍ଷ୍ମଣ ଦାସ ଅଶୋକ ପୁଟେଲ ସହ ଅନେକ ସଦସ୍ୟ ଉପସ୍ଥିତ ଥିଲେ।
Edited by k.s thakur...



