ବଲାଙ୍ଗୀର ଜିଲ୍ଲାରେ ପ୍ରଥମଥର ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ଖୋଖୋ ଚମ୍ପିୟାନସିପ କୁ ନେଇ ବୈଠକ ଅନୁଷ୍ଠିତ...

ବଲାଙ୍ଗୀର ଜିଲ୍ଲାରେ ପ୍ରଥମଥର ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ଖୋଖୋ ଚମ୍ପିୟାନସିପ କୁ ନେଇ ବୈଠକ ଅନୁଷ୍ଠିତ...


କଣ୍ଟାବାଞ୍ଜି,୦୨/୦୯ : ବଲାଙ୍ଗୀର ଜିଲ୍ଲାରେ ପ୍ରଥମଥର ହେବାକୁ ଯାଉଛି ଜାତୀୟ ସ୍ତରୀୟ ୭ ବ୍ଲକ ଖୋଖୋ ଚମ୍ପିୟାନସିପ । ଆସନ୍ତା ଅକ୍ଟୋବର ୧୭,୧୮ ଏବଂ ୧୯ ତାରିଖରେ ଏହି ଚମ୍ପିୟାନସିପ ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

Ad..


ଏହି ପରିପ୍ରେକ୍ଷୀରେ  ଜାତୀୟ ଉପସଭାପତି ବିଜୟାନନ୍ଦ ମହାପାତ୍ର , ଜାତୀୟ କାର୍ଯ୍ୟକାରୀ ତଥା ରାଜ୍ୟ ଯୁଗ୍ମ ସମ୍ପାଦକ ଶୁଭେନ୍ଦ୍ର ମହାନ୍ତି, ରାଜ୍ୟ ଯୁଗ୍ମ ସମ୍ପାଦକ ପଦ୍ମଚରଣ ଦାଶ ସ୍ଥାନୀୟ ପି ଡବ୍ଲୁ  ଡି ବଙ୍ଗଳା ରେ ଏକ ବୈଠକ କରିଥିଲେ। 

         Ad..


ବୈଠକରେ ଚିନ୍ମୟ କୁମାର ଯୋଷୀ, ବିନୋଦ ମହାପାତ୍ର, ମହେନ୍ଦ୍ର ଜୈନ, ଅନୀଲ ବିଭାର, ମହେନ୍ଦ୍ର ଜୈନ, କୃଷ୍ଣ ଚନ୍ଦ୍ର ବାରିକ, ମନୋଜ ମହାପାତ୍ର, ରାଜେନ୍ଦ୍ର ଧରୁଆ, ସୋମ୍ୟ ରଞ୍ଜନ ପାଣିଗ୍ରାହୀ, ଆଶିଷ ଜୈନ, ଜଳନ୍ଧର ବାଗ, ଗୈର ପୁଟେଲ, ନୃପ ପୁଟେଲ ସହ ଅନ୍ୟ ମାନେ ଉପସ୍ଥିତ ରହି ପଡ଼ିଆ ନିରୀକ୍ଷଣ କରିଛନ୍ତି। 

ଏହି ଚମ୍ପିୟାନସିପ ରେ ରାଜସ୍ଥାନ, ଗୁଜରାଟ, ଦିଲ୍ଲୀ, ଛତିଶଗଡ଼, ତ୍ରିପୁରା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ବିହାର ଏହିଭଳି ୮ଟି ରାଜ୍ୟ ଏବଂ ଓଡ଼ିଶା ରୁ  ଖେଳାଳୀ ମାନେ ଯୋଗଦେବେ।




Edited by k.s thakur...



Post a Comment

Previous Post Next Post