ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ଶ୍ରମମନ୍ତ୍ରୀ ଆଠ ଦଫା ଦାବୀପତ୍ର ପ୍ରଦାନ...

ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ଶ୍ରମମନ୍ତ୍ରୀ ଆଠ ଦଫା ଦାବୀପତ୍ର ପ୍ରଦାନ...


ଖଡ଼ିଆଳ,୨୧/୦୯ : ନୂଆପଡା ଜିଲ୍ଲା ଭାରତୀୟ ମଜ ଦୁର ସଙ୍ଘ ପକ୍ଷରୁ ସଭାପତି ପ୍ରଦୀପକୁମାର ଦଣ୍ଡସେନା ଓ ସମ୍ପାଦକ ବାବୁଲାଲ ମାଝୀ ଓଡିଶା ସରକାର ଜଙ୍ଗଲ ଓ ପରିବେଶ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ ରାଜ୍ୟକର୍ମଚାରି ଶ୍ରମ ବିଭାଗ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଖଡ଼ିଆଳ ଥାନା ଛକ ଠାରେ ଏକ ଆଠ ଦଫା ଦାବୀ ପତ୍ର ପ୍ରଦାନ କରିଥିଲେ। 

Ad..


ବର୍ଷ ବର୍ଷ ଧରି ଶ୍ରମ କାର୍ଯ୍ୟାଳୟରେ ପଡିରହିଥିବା ସହାୟତା ରାଶି ସାଇକେଲ, ସେପ୍ଟି, ବିବାହ,ମୃତ୍ୟୁ କାଳୀନ, ପ୍ରସବ କାଳୀନ ,ଶିକ୍ଷା ସହାୟତା,ଘର ତିଆରି କରିବା ପ୍ରଭୁତି  ଆଠ ଗୋଟି ଦାବୀ ଉପରେ ତୁରୀତ୍ବ ବିଚାର କରିବା ପାଇଁ ଦାବି କରିଥିଲେ । ଦାବୀ ପ୍ରଦାନ ସମୟରେ ସଙ୍ଘର ସଦସ୍ୟ ବୈଷ୍ଣବ ଜଗତ,ଉପେନ୍ଦ୍ର ଠେଲା ,ସୁକଦେଵ ସାହୁ, ଆକାଶ କଟା, ବାବୁଲାଲ ମାଝୀ, ଶୁକ୍ଳାମ୍ବର ନିଆଲ ଓ ଭକ୍ତ ଧରୁଆ ଉପସ୍ଥିତ ଥିଲେ ।




Edited by k.s thakur...






Post a Comment

Previous Post Next Post