ରାସ୍ତା ଦୂର୍ଘଟଣା ରେ ୧୦ ଗାଈଗୋରୁ ଙ୍କ ମୃତ୍ୟୁ...
ବରଗଡ଼,୨୨/୦୮ : ରାସ୍ତା କଡ଼ରେ ଗାଈଗୋରୁ ଙ୍କ ପାଇଁ ପ୍ରତ୍ୟେକ ଦିନ ଦୂର୍ଘଟଣା ଘଟୁଛି। କେଉଁ ଦିନ ଛୋଟ ଦୂର୍ଘଟଣା ତ କେଉଁଦିନ ବଡ । ଆଜି ସୋହେଲା ରାଜ ରାସ୍ତା ଉପରେ ଅଜଣା ଗାଡ଼ି ଧକ୍କାରେ ଦଶ ଗୋଟି ଗାଇ ଛିର୍ନଛତ୍ର ହୋଇ ମୃତ୍ୟୁ ବରଣ କରିଛନ୍ତି।
Ad..
ଦୁଃଖର କଥା ଏଯାଏଁ ନା ଗୋରୁ ମାଲିକ ଆସିଛନ୍ତି ନା ପ୍ରଶାସନ। ବରଗଡ଼ ସହର ଠାରୁ ଗ୍ରାମାଞ୍ଚଳ ସବୁଠି ଲୋକ ଗାଈଗୋରୁ ଙ୍କୁ ଘରୁ ଛାଡିଦେଉ ଥିବାରୁ ରାସ୍ତା ଉପରକୁ ଆସି ଦୂର୍ଘଟଣା ଘଟୁଛି।
Ad..
ଏଥିରେ କେବେ ଗାଈଗୋରୁ ଙ୍କ ଖ୍ଯତି ଘଟୁଛି ତ କେତେବେଳେ ମଣିଷ ଓ ଯାନବାହନ ଖ୍ଯତି ଘଟୁଛି। ଏଥିପାଇଁ ଉଭୟ ପ୍ରଶାସନ ଓ ଗାଈଗୋରୁ ଙ୍କ ମାଲିକ ସଚେତନ ହେବା ଜରୁରୀ ହୋଇ ପଡୁଛି।
Report : Bijay ku sahu
Edited by k.s thakur...



