ଲକ୍ଷ୍ମୀ ବିକାଶ ଟେକ୍ନୋ ସ୍କୁଲ ରେ ଅଗଷ୍ଟ ୧୭ ଓ ୧୮ ରେ ହେବ ରାଜ୍ୟ ସ୍ତରୀୟ ଇଣ୍ଟର ସ୍କୁଲ ରୋଲର ସ୍କେଟିଂଗ ପ୍ରତିଯୋଗୀତା...

ଲକ୍ଷ୍ମୀ ବିକାଶ ଟେକ୍ନୋ ସ୍କୁଲ ରେ ଅଗଷ୍ଟ ୧୭ ଓ ୧୮ ରେ ହେବ ରାଜ୍ୟ ସ୍ତରୀୟ ଇଣ୍ଟର ସ୍କୁଲ ରୋଲର ସ୍କେଟିଂଗ ପ୍ରତିଯୋଗୀତା...


କଣ୍ଟାବାଞ୍ଜି,୦୮/୦୮ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଲକ୍ଷ୍ମୀ ବିକାଶ ଟେକ୍ନୋ ସ୍କୁଲ କାର୍ଯ୍ଯାଳୟ ରେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀ ବିକାଶ ଟେକ୍ନୋ ସ୍କୁଲ ପକ୍ଷରୁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ଯ ରାଜ୍ୟ ସ୍ତରୀୟ ଇଣ୍ଟର ସ୍କୁଲ ରୋଲର ସ୍କେଟିଂଗ ପ୍ରତିଯୋଗୀତା ଅଗଷ୍ଟ ୧୭ ଓ ୧୮ ତାରିଖ ସ୍କୁଲ ପରିସର ରେ ଆୟୋଜନ କରାଯିବା ନେଇ ସୂଚନା ଦେଇଛନ୍ତି। 

             Ad..


ଏହି ପ୍ରତିଯୋଗିତା ରେ ରାଜ୍ଯ ବିଭିନ୍ନ ଜିଲ୍ଲା ରୁ କ୍ରୀଡାବିତ ମାନେ ଭାଗ ନେବେ। ଲକ୍ଷ୍ମୀ ବିକାଶ ଟେକ୍ନୋ ସ୍କୁଲ ସବୁ ବେଳେ ଛାତ୍ର ଛାତ୍ରୀ ଙ୍କୁ କ୍ରୀଡା କ୍ଷେତ୍ର ରେ ଏହି ମାଟିର ନା କେମିତି ଆଗକୁ ନେବେ ସବୁ ବେଳେ ପ୍ରୟାସ କରିଛି ଏବଂ ଆଗକୁ ମଧ୍ଯ ଜାରୀ ରହିବ ବୋଲି ସ୍କୁଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

ଏହି ସାମ୍ବାଦିକ ସମ୍ମିଳନୀ ରେ ବଲାଙ୍ଗିର ଜିଲ୍ଲା ସ୍କେଟିଂଗ ସଂଘ ର ସଭାପତି ବରିୟାମ ସିଂ ସାଲୁଜା, ରାଜ୍ଯ ଉପ ସଭାପତି ବ୍ରଜେଶ ମିତ୍ତଲ, ଲକ୍ଷ୍ମୀ ଟେକ୍ନୋ ବିକାଶ ସ୍କୁଲ ର ଶ୍ୟାମ ଦର୍ଶାନୀ, ରାମ ଦର୍ଶାନୀ , ପ୍ରିନ୍ସିପାଲ  ବିଶ୍ବ ରଂଜନ ରାୟ, ଜିଳ୍ଲା ଉପ ସଭାପତି ଶୁଶିଲ ଶର୍ମା, କୋଚ ରାଜେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।





Edited by k.s thakur...




Post a Comment

Previous Post Next Post