ବରଗଡ଼ ରାଣା ପ୍ରତାପ ସ୍କୁଲ ଛାତ୍ର ଛାତ୍ରୀ କଲେ ଗଙ୍ଗାଧର ଜ୍ୟୋତି ଦର୍ଶନ ...

ବରଗଡ଼ ରାଣା ପ୍ରତାପ ସ୍କୁଲ ଛାତ୍ର ଛାତ୍ରୀ କଲେ ଗଙ୍ଗାଧର ଜ୍ୟୋତି ଦର୍ଶନ ...


ବରଗଡ଼,୧୯/୦୮ : ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ଜନ୍ମ ମାଟି ରୁ ବାହାରିଥିବା ଗଙ୍ଗାଧର ଜ୍ୟୋତି କୁ ସୋମବାର ବରଗଡ଼ ରାଣା ପ୍ରତାପ ସ୍କୁଲ ଠାରେ ସ୍ଵାଗତ କରାଯାଇଥିବା ବେଳେ ଛାତ୍ର ଛାତ୍ରୀ କବି ଙ୍କ ଜ୍ୟୋତି ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା।

              Ad..


ପ୍ରଧାନ ଶିକ୍ଷକ ସୂଦୀପ କୁମାର ରଥ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ସାମାଜିକ କର୍ମୀ ରାଜକୁମାର ବାଞ୍ଛୋର ବାସ ମତି ବଞ୍ଛୋର ,ଶିକ୍ଷକ ଅଭିଭାବକ ସଂଘ ବରିଷ୍ଠ ସଦସ୍ୟ ସୁଦର୍ଶନ ବାରିକ ଅବସର ପ୍ରାପ୍ତ ଶିକ୍ଷକ ଡ଼ ଡୋଳା ମଣି ସତପଥି...

Ad..


କପିଳେଶ୍ୱର ବାଗ ଶିକ୍ଷୟିତ୍ରୀ ସୁନୀତା ମିଶ୍ର,ତପସ୍ଵିନୀ ତ୍ରିପାଠୀ ବବିତା ନାଏକ ଗୋପବନ୍ଧୁ ପୁରୋହିତ ପ୍ରମୁଖ ଗଙ୍ଗାଧର ଜ୍ୟୋତି ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...




Post a Comment

Previous Post Next Post