୨୧ ରେ ଭାରତ ବନ୍ଦ : ବଙ୍ଗୋମୁଣ୍ଡା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏକତା ମଞ୍ଚ ର ସମର୍ଥନ...
ବଙ୍ଗୋମୁଣ୍ଡା,୨୦/୮ : ବଙ୍ଗୋମୁଣ୍ଡା ଠାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏକତା ମଞ୍ଚ ବଙ୍ଗୋମୁଣ୍ଡା ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଗଷ୍ଟ ୨୧ ରେ ଭାରତ ବନ୍ଦକୁ ସମର୍ଥନ କରାଯାଇଛି।
Ad..
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ଦିଆଯାଇଥିବା ରାୟକୁ ଏସଟି ଏସସି ଏକତା ମଞ୍ଚ ଦୃଢ଼ ବିରୋଧ କରିଛି।ବଙ୍ଗୋମୁଣ୍ଡା ବ୍ଲକ ରେ ଭାରତ ବନ୍ଦ ପାଲନ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ଶରତ ଚନ୍ଦ୍ର ସିଂ ଭୋଇ, ଜିଲା ଉପସଭାପତି ଆଦିବାସୀ ସମାଜ...
Ad..
ଚକ୍ରଧର ଜାନୀ,ସଭାପତି ଉତ୍କଳ କନ୍ଧ ସମାଜ ବଙ୍ଗୋମୁଣ୍ଡା,ମନୋରଞ୍ଜନ ଭୋଇ, ରାଜ୍ଯସଭା ସାଂସଦ ପ୍ରତିନିଧି ବଙ୍ଗୋମୁଣ୍ଡା, ଏସଟି ଏସସି ଏକତା ମଞ୍ଚ ଆବାହକ ରେଣୁରଂଜନ ବାଗ,ଆଇନଜିବୀ ଦିନେଶ ତାଣ୍ଡି,ପ୍ରେମିଶ ଚନ୍ଦ୍ର ବାଗ,ସତ୍ୟ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
Edited by k.s thakur...



