ଯକ୍ଷ୍ମା ନିରାକରଣ ପାଇଁ ସଚେତନା କାର୍ଯ୍ୟକ୍ରମ...
ପଦ୍ମପୁର,୦୭/୦୮ : ପାଇକମାଳ ବ୍ଲକ ଅନ୍ତର୍ଗତ ମିଠାପାଲି ଅଙ୍ଗନବାଡି କେନ୍ଦ୍ରର ଯକ୍ଷ୍ମା ନିରାକରଣ ଓ ଟିବି ହାରିବ ଓ ଦେଶ ଜିତିବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। C H O ପ୍ରମ ଚାନ୍ଦ ନାୟକଙ୍କ ନେତୃତ୍ବରେ ଏକ ସଭା ଆହୋଜନ କରାଯାଇଥିଲା।
Ad..
ଏହି ସଭା ରେ କିପରି ଯକ୍ଷ୍ମା ନିରାକରଣ ଓ ଟିବି ହାରିବ ଦେଶ ଜିତିବ ସଚେତନା କରିଥିଲେ। ଏହାର ନିରାକରଣ ଓ ସଚେତନା ଓ ଔଷଧ ସେବନ ସମ୍ଭବ ବୋଲି କହିଥିଲେ ଓ ମିଠାପାଲି ଗାଁରେ ପରିକ୍ରମା କରି ଘରକୁ ଘର ଯାଇ ବୁଝାଇଥିଲେ।
ଏହାଦ୍ୱାରା ମିଠାପାଲି ଗ୍ରାମପଞ୍ଚାୟତ ର ଡୁଙ୍ଗୁରିପାଲି , କଟଙ୍ଗପାଲି ବୁଟୁରାଖମା,ବିକ୍ରମନଗର, ଲଉଡମାଳ,ମାନଭଙ୍ଗ , ଆଦି ଗ୍ରାମରେ ସଚେତନା କରି ବୁଝାଇ କହିଥିଲେ।
Report : Bijay ku sahu
Edited by k.s thakur...


