ହର ଘର୍ ତ୍ରିରଙ୍ଗା କାର୍ଯକ୍ରମ ଅନୁଷ୍ଠିତ...

ହର ଘର୍ ତ୍ରିରଙ୍ଗା କାର୍ଯକ୍ରମ ଅନୁଷ୍ଠିତ...


ବଙ୍ଗୋମୁଣ୍ଡା,୧୪/୮-ବଙ୍ଗୋମୁଣ୍ଡା ବ୍ଲକର ପଞ୍ଚାୟତ ମୁଖ୍ୟାଳୟରେ ବିଜେପି ପକ୍ଷରୁ ହର ଘର୍ ତ୍ରିରଙ୍ଗା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରତି ଘରେ ଜାତୀୟ ପତାକା ଉଡ଼ାଇବା ପାଇଁ ଅନୁରୋଧ କରିବା ସହିତ ଅନେକ ଲୋକଙ୍କୁ ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇଥିଲା।

             Ad..


ବରିଷ୍ଠ  ବିଜେପି ନେତା ଥବିର ଚନ୍ଦ୍ର ବାଗ, ଅର୍ଦ୍ଧେନ୍ଦୁ ଦାସ ଯାଦବ, ପ୍ରତିକ ପୁଟେଲ,ଭୀଷ୍ମ ସା, ହୃଷିକେଶ ମିଶ୍ର୍,ଜୟକୃଷ୍ଣ ସରାଫ,ମଣ୍ଟୁ ସରାଫ,ରାଜା  ସତନାମୀ, ଦୟା ରଣା,ଲିଲୁ ଜୈନ ପ୍ରମୁଖ ଏହି କାର୍ଯକ୍ରମରେ ସାମିଲ ହେଲେ।




Edited by k.s thakur...



Post a Comment

Previous Post Next Post