ବିଦ୍ୟୁତ ସ୍ପର୍ଶରେ ଆସି ଜଣେ ଗୁରୁତର ଆହତ...

ବିଦ୍ୟୁତ ସ୍ପର୍ଶରେ ଆସି ଜଣେ ଗୁରୁତର ଆହତ...


କଣ୍ଟାବାଞ୍ଜି, ୦୯/୧୧ : କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ପୂର୍ବରୁ କାର୍ଯ୍ୟରତ ଜଣେ ସୁରକ୍ଷା କର୍ମୀ ଆଜି ବିଦ୍ୟୁତ ସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି।
   Ad..



ପ୍ରାପ୍ତ ସୂଚନା ଅନୁସାରେ ଆହତ ଜଣକ ହେଉଛନ୍ତି ବଳରାମ ସୁନାନୀ । ସେ ପୂର୍ବରୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟରତ ଥିଲେ। ଆଝି ପରିସ୍ରା ପାଇଁ ଯାଇ ହସ୍ପିଟାଲ ପଛପଟେ ଥିବା ଗୋଟିଏ ବିଦ୍ୟୁତ ଟ୍ରାନ୍ସଫର୍ମର ର ସମ୍ପର୍କରେ ଆସି ଗୁରୁତର ଆହତ ହୋଇଛନ୍ତି। ଲେଖା ପ୍ରକାଶନ ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ସ୍ଥାନୀୟ ହସ୍ପିଟାଲରେ କରାଯାଉଥିଲା।







Edited by k.s thakur...

Post a Comment

Previous Post Next Post