ସାର୍ବଜନୀନ ଦୁର୍ଗା ପୂଜା କମିଟି ର କମ୍ୟୁନିଟି ହଲ ର ଶୁଭ ଉତ୍ଘାଟନ କଲେ ବିଧାୟକ ସାଲୁଜା...
କଣ୍ଟାବାଞ୍ଜି,୦୪/୧୦ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସାପ୍ତାହିକ ବଜ଼ାର ସାର୍ବଜନୀନ ଦୁର୍ଗା ପୂଜା କମିଟି ର ନବ ନିର୍ମିତ କମ୍ୟୁନିଟି ହଲ ର ଶୁଭ ଉତ୍ଘାଟନ କଲେ ବିଧାୟକ ସନ୍ତୋଷ ସିଂ ସାଲୁଜା।
Ad..
ସୂଚନା ଅନୁସାରେ ୫ ଲକ୍ଷ ବ୍ୟୟ ଅଟକଳ ରେ ବିଧାୟକ ପାଣ୍ଠି ରୁ ନିର୍ମାଣ କରଯାଇଛି କମ୍ୟୁନିଟି ହଲ। ଏହି ଅବସରରେ ବିଧାୟକ ସନ୍ତୋଷ ସିଂ ସାଲୁଜା ସର୍ଵ ସାଧାରଣ ଙ୍କୁ ଦୁର୍ଗା ପୂଜା ଓ ଦଶହରା ର ଶୁଭେଚ୍ଛା ଦେବା ସହ ଦୁର୍ଗା ପାଣ୍ଡଳ ର ଉନ୍ନତି ପାଇଁ ମୋର ଯାହା ସହଯୋଗ ଦରକାର ମୁଁ କରିବି ବୋଲି ଆଶ୍ୱାସନା ଦେଇଥିଲେ।
Ad..
ଏହି କାର୍ଯ୍ୟକ୍ରମ ରେ ସାପ୍ତାହିକ ବଜ଼ାର ସାର୍ବଜନୀନ ଦୁର୍ଗା ପୂଜା କମିଟି ସଭାପତି ରସିଆନନ୍ଦ ରାୟ, ଚିନ୍ମୟ ଯୋଶୀ,ଡମ୍ବରୁଧର ବେହେରା,ପ୍ରଦୀପ ବାଗ,ବ୍ରଜ ଗୁରୁ,ରମେଶ ବାରିକ ଓ ଅନେକ ଲୋକ ଉପସ୍ଥିତ ଥିଲେ।
Edited by k.s thakur...



