ତୁରେକେଲାରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ...

ତୁରେକେଲାରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ...

କଣ୍ଟାବାଞ୍ଜି, ୨୮/୧୦ : ତୁରେକେଲା ଗ୍ରାମର ନୂଆପଡା ସ୍ଥିତ ଖେଳପଡିଆ ପାଖରେ ଗିରିଗୋବର୍ଦ୍ଧନ ପୂଜା ମହା ଧୁମଧାମରେ ପାଳିତ ହୋଇଥିଲା।ତିନିଦିନ ଧରି ଚାଲିଥିବା ପୂଜାରେ ପ୍ରତିଦିନ ଅନ୍ନପ୍ରସାଦ ଭକ୍ତମାନଙ୍କୁ ଦେବା ସହିତ ପ୍ରତିସଂଧ୍ୟାରେ ଦଣ୍ଡନୃତ୍ୟ, ପାଲା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରକମକୁ କମିଟିର ସଭାପତି ଦିଲ୍ଲୀପ ମାଝୀ, ସଂପାଦକ ମନୋଜ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ରିଙ୍କୁ ପ୍ରଧାନ, ପରାମର୍ଶ ଦାତା ପ୍ରକାଶ ସେଲମା,ସଭ୍ୟ ଡୋଳା ନାଗ,ପପୁ ପୁଟେଲ, ରଜୁ ଭୋଇ,ସମଲପୁରିଆ,ଟୁନୁ ମାଝୀ ସହଯୋଗ କରିଥିଲେ।





Edited by k.s thakur...

Post a Comment

Previous Post Next Post