ଅସହାୟ ଙ୍କୁ ମିଳିଲା ୪ ଲକ୍ଷ ଟଙ୍କା ର ସରକାରୀ ସହାୟତା...
କଣ୍ଟାବାଞ୍ଜି,୧୬/୧୦ : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କୀ ଗ୍ରାମ ପଞ୍ଚାୟତ ର ଜାମକୀ ଗାଁର କୁମାରୀ ତୁଲେମନି ମାଝୀ (୧୮) ଓ ତୁଳରାମ ମାଝୀ(୧୪) ଙ୍କ ପିତା ଭୁଜନ ମାଝୀ ଆଠ ବର୍ଷ ଆଗରୁ ଚିକିତ୍ସା ସମସ୍ୟା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି ଏବଂ ଗତ ବର୍ଷ ତାଙ୍କ ମାଆ ନୃପତି ମାଝୀ ବଜ୍ରାଘାତ ଯୋଗୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।
Ad..
ବଜ୍ରାଘାତ ଜନିତ ମୃତ୍ୟୁ କୁ ନେଇ ଅନାଥ ଙ୍କୁ ସରକାରୀ ସହାୟତା ପ୍ରତିଶ୍ରୁତି ଦେଇ ଥିଲେ ଗିରିରାଜ ସିଂ ମାଝୀ। ସେହି ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ହେଲା ଓ ଅଶାହାୟ ଙ୍କୁ ମିଳିଲା ୪ ଲକ୍ଷ ଟଙ୍କା ର ସହାୟତା ରାଶି।
Ad..
ଯାହାକୁ ନେଇ ସମିତି ସଭ୍ୟ ଓ ପୂର୍ଵତନ ବ୍ଲେକ କେଟ କମାଣ୍ଡୋ ଗିରିରାଜ ସିଂ ମାଝୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂ ଦେଓ, ଜିଲ୍ଲାପାଳ ଚଂଚଳ ରଣା ଓ ସମସ୍ତ ସରକାରୀ କର୍ମଚାରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
Edited by k.s thakur..



