Page Nav

HIDE

Classic Header

{fbt_classic_header}

Breaking News:

latest
Header ADS

ଇଗ୍ନୋର ନାମଲେଖା ଅବଧି ୨୨କୁ ବୃଦ୍ଧି, ୱେବସାଇଟ୍‌ରେ ସମସ୍ତ ତଥ୍ୟ ଉପଲବ୍ଧ...

ଇଗ୍ନୋର ନାମଲେଖା ଅବଧି ୨୨କୁ ବୃଦ୍ଧି, ୱେବସାଇଟ୍‌ରେ ସମସ୍ତ ତଥ୍ୟ ଉପଲବ୍ଧ... ଭୁ ବନେଶ୍ୱର,୧୩/୦୯: ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍...

ଇଗ୍ନୋର ନାମଲେଖା ଅବଧି ୨୨କୁ ବୃଦ୍ଧି, ୱେବସାଇଟ୍‌ରେ ସମସ୍ତ ତଥ୍ୟ ଉପଲବ୍ଧ...

ଭୁବନେଶ୍ୱର,୧୩/୦୯: ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଜୁଲାଇ ୨୨ ଶିକ୍ଷାସତ୍ର ପାଇଁ ନାମଳେଖା ଅବଧିକୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଇଚ୍ଛୁକ ବ୍ୟକ୍ତିବିଶେଷ ବିଭିନ୍ନ ପାଠ୍ୟକ୍ରମରେ ନାମ ଳେଖାଇବାକୁ ଇଗ୍ନୋର ୱେବସାଇଟ୍‌ (www.ignou.ac.in)କୁ ଅନୁସରଣ କରିବେ ।

ଏବର୍ଷ ପ୍ରଥମ ପରି ୩୭ଟି ନୂତନ ବିଷୟ ଆରମ୍ଭ କରାଯାଇଛି । ଜଣେ ଚାହିଁଲେ ଦୁଇଟି ବିଷୟରେ ଡିଗ୍ରୀ କରିପାରିବେ । ସମ୍ପୂର୍ଣ୍ଣ ବିବରଣୀ ୱେବସାଇଟରେ ପ୍ରଦାନ କରାଯାଇଛି । ଅଧିକ ଜାଣିବାକୁ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଫୋନ୍‌ନଂ ୦୬୭୪-୨୩୦୧୩୪୮,୨୯୭୧୦୭୧ରେ ଯୋଗାଯୋଗ କରିବାକୁ ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।






Courtesy : prameya..

Edited by k.s thakur...

No comments