ଘରୋଇ ବସକୁ ୮ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା...
ଛତ୍ରପୁର,୨୯/୦୭(ନି.ପ୍ର) : ଘରୋଇ ବସକୁ ୮ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା। ଛତ୍ରପୁର ଏନ୍ଏଚ୍ରେ ଯାଞ୍ଚ ବେଳେ ‘ଜୟଶ୍ରୀ’ ନାମକ ଏକ ଘରୋଇ ବସ୍ (ଓଡି ୧୯ ଆର୍ ୪୫୯୭)କୁ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଜରିମାନା ଲଗାଯାଇଛି।
Ad..
ଫିଟ୍ନେସ, ରୋଡ୍ ଟ୍ୟାକ୍ସ, ପଲ୍ୟୁସନ, ବୀମା, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୮ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା ଲଗାଇଛି ପରିବହନ ବିଭାଗ ।
Edited by k.s thakur...
Tags:
chatrapur


