ଜୁନ୍ ୧୨ରୁ ବ୍ଲକସ୍ତରରେ ‘ସ୍ୱାବଲମ୍ବୀ ଯୁବ-ସମୃଦ୍ଧ ଓଡ଼ିଶା ସମାବେଶ’...

ଜୁନ୍ ୧୨ରୁ ବ୍ଲକସ୍ତରରେ ‘ସ୍ୱାବଲମ୍ବୀ ଯୁବ-ସମୃଦ୍ଧ ଓଡ଼ିଶା ସମାବେଶ’...


ଭୁବନେଶ୍ଵର,୧୧/୦୬(ନି.ପ୍ର) : ସ୍ୱାବଲମ୍ବୀ ଯୁବକଙ୍କ ଉପରେ ରାଜ୍ୟ ସରକାରଙ୍କ ଫୋକସ୍ । ଜୁନ୍ ୧୨ରୁ ବ୍ଲକସ୍ତରରେ ଅନୁଷ୍ଠିତ ହେବ ‘ସ୍ୱାବଲମ୍ବୀ ଯୁବ-ସମୃଦ୍ଧ ଓଡ଼ିଶା ସମାବେଶ’।  ରାଜ୍ୟର ଯୁବପିଢ଼ୀଙ୍କୁ ସ୍ୱାବଲମ୍ବୀ କରିବା, ଉଦ୍ୟୋଗୀ ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଏବଂ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବଢ଼ାଇବା ଲକ୍ଷ୍ୟରେ...

      Ad..


ରାଜ୍ୟ ସରକାର ସମଗ୍ର ରାଜ୍ୟର ବ୍ଲକସ୍ତରରେ ‘ସ୍ୱାବଲମ୍ବୀ ଯୁବ–ସମୃଦ୍ଧ ଓଡ଼ିଶା ସମାବେଶ’ ଆୟୋଜନ କରିବେ। ଏନେଇ ଦକ୍ଷତା ବିକାଶ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଜାରି କରାଯାଇଛି।



Edited by k.s thakur...

Post a Comment

Previous Post Next Post