ମାଲକାନଗିରିର ଜଙ୍ଗଲରୁ ବିପୁଳ ପରିମାଣରେ ଜବତ ହେଲା ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର...
ମାଲକାନଗିରି,୨୯/୦୬(ନି.ପ୍ର): ମାଲକାନଗିରିରେ ପୋଲିସକୁ ମିଳିଛି ବଡ଼ ସଫଳତା । ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳର ଗୁଣ୍ଠାବେଡ଼ା ଜଙ୍ଗଲରେ ମାଓବାଦୀ ଲୁଚାଇ ରଖାଯାଇଥିବା ବଡ଼ ଧରଣର ମାଓ ଡମ୍ପକୁ ସୁରକ୍ଷାବଳ ଖୋଜି ବାହାର କରିଛନ୍ତି।
Ad..
ସର୍ଚ୍ଚ ଅପରେସନ ବେଳେ ଅତ୍ୟାଧୁନିକ SLR, ଏକାଧିକ ବନ୍ଧୁକ, ଲ୍ୟାଣ୍ଡମାଇନ ସହ ବିସ୍ଫୋରକ ଜବତ କରାଯାଇଥିବା ଜଣାପଡ଼ିଛି।
Edited by k.s thakur...
Tags:
malkangiri


