୩ ମାସରେ ପୂରଣ ହେବ ୫ ହଜାର ନର୍ସିଂ ପଦବୀ: ମୁକେଶ ମହାଲିଙ୍ଗ...

୩ ମାସରେ ପୂରଣ ହେବ ୫ ହଜାର ନର୍ସିଂ ପଦବୀ: ମୁକେଶ ମହାଲିଙ୍ଗ...


ଭୁବନେଶ୍ଵର,୦୨/୦୬(ନି.ପ୍ର) : ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ ଓ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। 

Ad..


ଆସନ୍ତା ୩ ମାସ ଭିତରେ ପୂରଣ ହେବ ୫ହଜାର ନର୍ସିଂ ପଦବୀ। ଏହାକୁ ନେଇ ଖୁବଶ୍ରୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି ବୋଲି ଗତକାଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।



Edited by k.s thakur...

Post a Comment

Previous Post Next Post