ଦିନଦୟାଳ ଉପାଧ୍ୟାୟ ମହା ପ୍ରଶିକ୍ଷଣ ଅଭିଯାନ ୨୦୨୬ ଅନୁଷ୍ଠିତ...

ଦିନଦୟାଳ ଉପାଧ୍ୟାୟ ମହା ପ୍ରଶିକ୍ଷଣ ଅଭିଯାନ ୨୦୨୬ ଅନୁଷ୍ଠିତ...


ପାଟଣାଗଡ଼,୨୯/୦୫(ନି.ପ୍ର) : ଭାରତୀୟ ଜନତା ପାର୍ଟି ବଲାଙ୍ଗୀର ଜ଼ିଲ୍ଲା ଦିନଦୟାଳ ଉପାଧ୍ୟାୟ ମହା ପ୍ରଶିକ୍ଷଣ ଅଭିଯାନ ୨୦୨୬ ଜ଼ିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ବର୍ଗ, ଗତ ୨୬ ରୁ ୨୭ ତାରିଖ ୨ ଦିନ ଧରି  ଓମ କଲ୍ୟାଣ ମଣ୍ଡପ ପାଟଣାଗଡ  ଠାରେ ଅନୁଷ୍ଠିତ ହୋଇ ଯାଇଛି।

       Ad..


ଉକ୍ତ ବର୍ଗ ରେ ଓଡିଶା ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଦନ ସିଂ ଦେଓ ଉତଘାଟନ କରିଥିବାବେଳେ, ଓଡିଶା ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର  କଲ୍ୟାଣ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡା ମୁକେଶ ମହାଳିଙ୍ଗ, ପାନୀୟ ଯୋଗାଣ, ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତ ରାଜ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାଏକ...

      Ad..


ରାଜ୍ୟ ସାଧାରଣ ସଂମ୍ପାଦକ ଶ୍ରୀଯୁକ୍ତ ଶାରଦା ଶତପଥୀ, ରାଜ୍ୟ ଉପସଭାପତି ଶ୍ରୀ ଶିବାଜୀ ମହାନ୍ତି,ଜିଲ୍ଲା ସଭାପତି ଶ୍ରୀ ଶ୍ରୀବତ୍ସ ବେହେରା,ଶ୍ରୀ ଭୋବେନ୍ଦ୍ର ପଣ୍ଡା, ଶ୍ରୀ ଅଶୋକ ମିଶ୍ର, ବରିଷ୍ଠ ବିଜେପି ନେତା ଶ୍ରୀ ଅରର୍ତତ୍ରାଣ ମହାପାତ୍ର...

ଶ୍ରୀ ସୁରେଶ ଶତପଥୀ, ଶ୍ରୀ କେଶବ ପୁଟେଲ, ଶ୍ରୀ ଓମ ପ୍ରକାଶ ମିଶ୍ର, ଶ୍ରୀ ଯଦୁମଣି ପାଣିଗ୍ରାହୀ, ଓ ବରଗଡ  ସାଂସଦ ଶ୍ରୀଯୁକ୍ତ  ପ୍ରଦୀପ କୁମାର ପୁରୋହିତ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବର୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ।



Edited by k.s thakur...

Post a Comment

Previous Post Next Post