ମୁରିବାହାଲ ସିଏଚସିରେ ରୋଗୀ କଲ୍ୟାଣ ସମିତି ବୈଠକ...

ମୁରିବାହାଲ ସିଏଚସିରେ ରୋଗୀ କଲ୍ୟାଣ ସମିତି ବୈଠକ...


ମୁରିବାହାଲ,୧୯/୦୪(ଶଙ୍କର ମାଝୀ ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସଭା ଗୃହରେ ରୋଗି କଲ୍ୟାଣ ସମିତି ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।

Ad..


ମୁରିବାହାଲ ସିଏଚସି ସୁପରିଟେଣ୍ଡନ ଡଃ ଥବିର ମେହେର ଙ୍କ ସଭାପତୀତ୍ବରେ ଅନୁଷ୍ଠିତ ବୈଠକ ରେ ରୋଗି କଲ୍ୟାଣ ସମିତି ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ।

    Ad..


ପ୍ରତି ୩ ମାସରେ ରୋଗି କଲ୍ୟାଣ ସମିତି ବୈଠକ ରଖାଯିବା ପାଇଁ ବିଧାୟକ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ସମିତି ର ମେମ୍ବର ନାରାୟଣ ସାହୁ ଗୁରୁତର ଅଭିଯୋଗ କରିଥିଲେ। ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠି...

       Ad..


ସିଡିପିଓ ପୁର୍ଣିମା ବୈଠାରୁ, ଡଃ ଶୁଭମ ପରିଡ଼ା ସହ ରୋଗି କଲ୍ୟାଣ ସମିତି ସଦସ୍ୟ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ରାଜିବ କୁମାର ମହାନ୍ତି, ସୁଧାଂଶୁ ପୋଡ଼ ଯାଦବ, ହିମାଂଶୁ ଜାଲ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ଫାର୍ମାସିଷ୍ଟ ମାନସ କୁମାର ଦଲାଇ,ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।



Edited by k.s thakur...

Post a Comment

Previous Post Next Post