କଣ୍ଟାବାଞ୍ଜି ବ୍ରାହ୍ମଣ ସମାଜ ପକ୍ଷରୁ ଭଗବାନ ଶ୍ରୀପର୍ଶୁରାମ ଜନ୍ମୋତ୍ସବ ଧୁମଧାମରେ ପାଳିତ...

କଣ୍ଟାବାଞ୍ଜି ବ୍ରାହ୍ମଣ ସମାଜ ପକ୍ଷରୁ ଭଗବାନ ଶ୍ରୀପର୍ଶୁରାମ ଜନ୍ମୋତ୍ସବ ଧୁମଧାମରେ ପାଳିତ...


କଣ୍ଟାବାଞ୍ଜି,୨୦/୦୪(ନି.ପ୍ର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବ୍ରାହ୍ମଣ ସମାଜ ପକ୍ଷରୁ ଭଗବାନ ଶ୍ରୀପର୍ଶୁରାମ ଜନ୍ମୋତ୍ସବ କମିଟି ପକ୍ଷରୁ ଶ୍ରୀ ପର୍ଶୁରାମଙ୍କ ଜୟନ୍ତୀ ଧୁମଧାମରେ ପାଳିତ ହୋଇଯାଇଛି। 

        Ad..


ପର୍ଶୁରାମ ଛକଠାରେ ବ୍ରାହ୍ମଣ ସମାଜ ପକ୍ଷରୁ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ସୋମନାଥ ପାତ୍ର ଓ ତାଙ୍କ ଧର୍ମ ପତ୍ନୀ କର୍ତ୍ତା ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ବ୍ରାହ୍ମଣ ସମାଜ ସମାଜ ସଭାପତି ଚିନ୍ମୟ ଯୋଶୀ, ଜୟବ୍ରତ ସାହୁ...

   Ad..


ଦେବାଶିଷ ମିଶ୍ର, କର୍ମକର୍ତ୍ତା ପ୍ରିୟବ୍ରତ ସାହୁ, ସଂଜୟ ପଣ୍ଡା, ସରୋଜ ପଣ୍ଡା, ନିଶି ମହାପାତ୍ର ସହ ଶତାଧିକ ମହିଳା ପୁରୁଷ ସାମିଲ ହୋଇଥିଲେ। ସନ୍ଧ୍ୟାରେ ବ୍ରାହ୍ମଣ ସମାଜ ଶ୍ରୀ ପର୍ଶୁରାମ ଜନ୍ମୋତ୍ସବ କମିଟି ପକ୍ଷରୁ ଏକ ଭବ୍ୟ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। 

      Ad..


ବଜା ,ଗଜା,ଢୋଲ, ତାସା,କୀର୍ତ୍ତନ ସହ ଘୁଙ୍ଗୁର ବଜା ଧ୍ଵନି ଓ ଜୟ ଶ୍ରୀ ପର୍ଶୁରାମ ଧ୍ୱନିରେ ସହର ଗୁଞ୍ଜରିତ ହୋଇଥିଲା।ତାପରେ ସ୍ଥାନୀୟ ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣ ରେ ସ୍ଥିତ ମାନସ ଭବନ ଠାରେ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା।



Edited by k.s thakur...

Post a Comment

Previous Post Next Post