ପାତଲପଡା ଗ୍ରାମରେ ପଲ୍ଲୀସଭା ଅନୁଷ୍ଠିତ...

ପାତଲପଡା ଗ୍ରାମରେ ପଲ୍ଲୀସଭା ଅନୁଷ୍ଠିତ...


ମୁରିବାହାଲ,୧୩/୪(ଶଙ୍କର ମାଝୀ ) : ବଳାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଅଧୀନ ପାତଲପଡା ଗ୍ରାମରେ ପଲ୍ଲୀସଭା କରାଯାଇଥିଲା, ଉକ୍ତ ବୈଠକରେ ହଳଦୀ ପଞ୍ଚାୟତ ଏଡିଇଓ ଶ୍ରୀ ପବିତ୍ର କାଲସାଏ...

        Ad..


ଜିଓଷ୍ଟେକ ଶ୍ରୀ ଲାଲୁ ପାତ୍ର, ପଞ୍ଚାୟତ ପିଅନ ଶ୍ରୀ ସୁରେଶ ପୋଡ଼,୧୧ନମ୍ବର ୱାର୍ଡ ମେମ୍ବର ଶ୍ରୀ ମନୋହର ବାଗ, ଉପସ୍ଥିତ ହୋଇଥିବା ବେଳେ ୧୦ନମ୍ବର ୱାର୍ଡ ମେମ୍ବର ଶ୍ରୀ ସୂର୍ଯ୍ୟକାନ୍ତ ମାଝୀ ଙ୍କୁ ସଭାପତି ଭାବରେ ଚୟନ କରାଯାଇଥିଲା। 

    Ad..


ଅନ୍ୟ ମାନଙ୍କ ମଧ୍ୟରେ ଯଦୁମଣି ଭୋଇ, ରସାନନ୍ଦ ଭୋଇ, ହେମନ୍ତ ଭୋଇ, ତୁଳସୀ ରାମଭୋଇ, ଅରବିନ୍ଦ ଜାଲ, ରାଧେଶ୍ୟାମ ବନଛୋର, ଚିତ୍ତରଞ୍ଜନ ବନଛୋର,ଭମର ବନଛୋର, ଶୁଶାନ୍ତ ବନଛୋର, କପିଳ ମଣି ମାଝୀ,ହୁଙ୍କାର ମାଝୀ,ନନ୍ଦିକିଶୋର ରଣା, ଭୂବନେଶ୍ଵର ରଣା, ହରେକୃଷ୍ଣ ରଣା,ବଡ ରଣା...

କର୍ପୁରଚନ ରଣା, ବ୍ରଜକିଶୋର ଦାଶ,ସାଲେଗ୍ରାମ ମହାନନ୍ଦ, ପବିତ୍ର ରଣା,ଘୁନଶର ରଣା,ହୃଷୀକେଶ ପରାଭୋଇ, ମମତା ଭୋଇ, ସାବିତ୍ରୀ ଭୋଇ, ସଙ୍ଗୀତା ମାଝୀ, ହେମଲତା ମାଝୀ, ଯଶୋଦା ରଣା,ତନୟା ରଣା,ଅନିତା ବନଛୋର, କଲ୍ୟାଣୀ ମହାନନ୍ଦ...

କେତକୀ ଜାଲ,ପୁତନା ଭୋଇ, ମନ୍ଦାର ଭୋଇ, କୁନ୍ତଳା ଭୋଇ, ରୁକ୍ମିଣୀ ରଣା,କାମିନୀ ଭୋଇ ସମେତ ଗ୍ରାମର ଜନ ସାଧାରଣ ଉପସ୍ଥିତ ରହି ଗ୍ରାମର ବିକାଶ ବିଷୟରେ ଆଲୋଚନା କରିଥିଲେ। 

ଜମି ମରାମତି, ନଳକୂପ ଖନନ, ରାସ୍ତା କାମ,ନୂତନ ପଖୋରି ଖନନ ଓ ଅନ୍ୟାନ୍ୟ ବିଷୟରେ ତଥ୍ୟ ସଂଗ୍ରହ କରି ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଶେଷରେ ଜିଓଷ୍ଟେକ ଶ୍ରୀ ଲାଲୁ ପାତ୍ର ଧନ୍ୟବାଦ ଅର୍ପଣ କରି ସଭାସଙ୍ଗ କରିଥିଲେ।



Edited by k.s thakur...

Post a Comment

Previous Post Next Post