୫ ଲକ୍ଷ ଟଙ୍କାର ହେରୋଇନ ଜବତ ; ଅଭିଯୁକ୍ତ ଗିରଫ...

୫ ଲକ୍ଷ ଟଙ୍କାର ହେରୋଇନ ଜବତ ; ଅଭିଯୁକ୍ତ ଗିରଫ...


କଟକ,୨୫/୦୩(ନି.ପ୍ର):ପାଞ୍ଚ ଲକ୍ଷ ଚାଳିଶ ହଜାର ଟଙ୍କା ର ହେରୋଇନ ଜବତ କରିଛି ସାଲେପୁର ଅବକାରୀ ବିଭାଗ।ସୂଚନା ଅନୁସାରେ ଆଜି ସନ୍ଧ୍ୟା ରେ ଏକ ବିଶେଷ ଖବର ପାଇ ସାଲେପୁର ଅବକାରୀ ପୋଲିସ ଜଗତପୁର ଥାନା ପିର ବଜାର ନିକଟରେ ଛକି ବସିଥିଲା। 

               Ad..


ତେବେ ବାଲିଆ ଶଙ୍କର ପୁର ର ରେହେମାନ ଖାନ୍ ଙ୍କ ନିକଟରୁ ୫୪ ଗ୍ରାମ ର ହେରୋଇନ ଜବତ କରିଥିଲା।ଏହି ଚଢ଼ାଉ ରେ ଇନ୍ସପେକ୍ଟର ଇନଚାର୍ଜ ଅଭିରାମ ସାହୁ, ଏ ଏସ ଆଇ ସୁଧାଂଶୁ କୁମାର ବେହେରା, ମନ୍ମଥ ସିଂହ...

    Ad..


ଜିତେନ୍ଦ୍ର ବଳବନ୍ତରାୟ, ଆଶିଷ କୁମାର ପ୍ରଧାନ ଏବଂ ସୋନାଲି ନାୟକ ଆଦି ସାମିଲ ଥିଲେ ବୋଲି ଜଣାପଡିଛି।



Edited by k.s thakur...

Post a Comment

Previous Post Next Post