ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ଗଠିତ...

ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ସ୍ମୃତି କମିଟି ଗଠିତ...


ବରଗଡ଼,୨୯/୦୩(ବିଜୟ କୁମାର ସାହୁ): ଗୁରୁ ଭଗବାନ ସାହୁ ରାଜ୍ୟ ସ୍ତରୀୟ ସ୍ମୃତି କମିଟିର ବୈଠକ ସ୍ଥାନୀୟ ଏ. ଇ. ମିସନ ସ୍କୁଲ ସମ୍ମିଳନୀ କକ୍ଷରେ ଦଧିବାବନ ଶତପଥୀଙ୍କ ସଭାପତିତ୍ବରେ ଉପ ସଭାପତି ସର୍ଦ୍ଦାର ପ୍ରିତମ ସିଂହଙ୍କ ସଂଯୋଜନାରେ ସମ୍ପାଦକ ତୁଳସୀ ଚରଣ ଦାଶ ବିବରଣୀ ପାଠ କରିଥିଲେ ।

Ad..


ଏହି ଅବସରରେ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଅଛି। ସଭାପତି ଦଧିବାବନ ଶତପଥୀ ,ଉପସଭାପତି ସର୍ଦ୍ଦାର ପ୍ରିତମ ସିଂ, ସମ୍ପାଦକ ତୁଳସୀ ଚରଣ ଦାଶ ସହ ସମ୍ପାଦକ ଡ଼. ଯଶବୀର ସିଂ ସୈନୀ ସଂଗଠନ ସମ୍ପାଦକ ପ୍ରଦୀପ ଦେବତା, କୋଷାଧ୍ୟକ୍ଷ ଅଚ୍ୟୁତାନନ୍ଦ ବାରିକ, ସଂଯୋଜକ କୃଷ୍ଣ ଚନ୍ଦ୍ର ପଣ୍ଡା ଆବାହକ ଲୁଲୁ ରବିନ ଦାସ।

   Ad..


ପରାମର୍ଶଦାତା କମିଟିରେ ଗୁରୁ ଭାଗବତ ପଧାନ (ଭାଗବତିଆ), ପ୍ରମୋଦ ଚନ୍ଦ୍ର ଦେବତା, ଡ଼. ଶ୍ରୀକର ମିଶ୍ର, ଯୁଗଳ ପ୍ରସାଦ ସିଂ,କେଶରଞ୍ଜନ ପ୍ରଧାନ, ସନ୍ଦୀପ ଆଚାର୍ଯ୍ୟ, ଅଶୋକ ବହିଦାର, ଗଦାଧର ବାରିକ,ଟେକଚାନ୍ଦ ଦୂଆନ, ଉତ୍ପନ୍ନ କୁମାର ଭୋଇ, ଡ଼. ଚିରବ୍ରତ ଦତ୍ତ, ,ଡ଼. ତପସ୍ୱୀନି ଗୁରୁ, ସନ୍ତୋଷ କୁମାର ପଣ୍ଡା, ଡ଼ ଶିବପ୍ରୀୟା ମିଶ୍ର,ମନ୍ଦାକିନୀ ଶତପଥୀ,ଡ଼ ସୁଜିତ କୁମାର ପୃଷେଠ ,ଭବାନୀଶ ଭୋଇ, ସୁଶାନ୍ତ କୁମାର ମିଶ୍ର ,ଡ଼ .ଭବାନୀ ଶଙ୍କର ପଟେଲ,ଡ଼. ବାସନ୍ତୀ ମଞ୍ଜରୀ ହନୁମାନ,ଦିବାକର ପ୍ରଧାନ।

ରାଜ୍ୟ କାର୍ଯ୍ୟକାରିଣୀରେ  ନେତ୍ରାନନ୍ଦ ପ୍ରଧାନ(ସମ୍ବଲପୁର), ଦିନେଶ କୁମାର ମାଲି(ଅନୁଗୁଳ), ବିଜୟ କୁମାର ଜେନା(ନୟାଗଡ଼), ପ୍ରଭାତ କୁମାର ଖମାରୀ( ବୌଧ), ପ୍ରମୋଦ କୁମାର ସିଂହ(ଝାରସୁଗୁଡ଼ା),ଜିବେଶ୍ବରୀ ପଟେଲ(ସୁନ୍ଦରଗଡ଼), ମୁରଲୀଧର ନାୟକ(ଦେବଗଡ଼), ବିପ୍ର ଚରଣ  ସାହୁ(ସୁବର୍ଣ୍ଣପୁର),ସନ୍ଦୀପ କୁମାର କୁଅଁର(ବଲାଙ୍ଗିର),ଦିପକ କୁମାର ସୁନାନୀ(କଳାହାଣ୍ଡି)... 

ଡ଼. ଭାରତୀ ହୋତା(ନୂଆପଡ଼ା), ଚୋୖଧୁରୀ ବରଦା ପ୍ରସନ୍ନ ଦାସ(ଜଗତସିଂହପୁର),ସୁଶିଲ କୁମାର ବାଗ(ଭୁବନେଶ୍ଵର), ଧର୍ମେନ୍ଦ୍ର ପ୍ରଧାନ(ପୁରୀ),ଆୟାସ ପଣ୍ଡା(କଟକ),ଉଦ୍ଧବ ଚରଣ ବେହେରା, ଧର୍ମରାଜ ପ୍ରଧାନ,ଶିବାନନ୍ଦ ମଟାରୀ, ମନୋରଞ୍ଜନ ମେହେର,ବିମଳ କୃଷ୍ଣ ମିଶ୍ର, ପଞ୍ଚାନନ ବାରିକ, ପ୍ରଦୀପ ମିଶ୍ର,ନୁରାବତି ସାହୁ, ସନ୍ତୋଶିନି ଦାଶ, ଜୟଶ୍ରୀ ପଣ୍ଡା, ସଙ୍ଘମୀତ୍ର ପଟେଲ।

ସ୍ଵତନ୍ତ୍ର ନିମନ୍ତତ ସଦସ୍ୟ, ଡ଼. ତୁଷାରକାନ୍ତ ସାହୁ(ସୋହେଲା), ପଦ୍ମଲୋଚନ ସାହୁ(ବରପାଲି), ପ୍ରଦ୍ୟୁମ୍ନ କୁମାର ସାହୁ (ସୁବର୍ଣ୍ଣପୁର), ଅମୂଲ୍ୟ କୁମାର ବେହେରା (ଡୁଙ୍ଗୁରିପାଲି),ହିମାଂଶୁ ଭୂଷଣ ପଣ୍ଡା (ବିନିକା),ଉମାକାନ୍ତ ହୋତା(ଲଛିପୁର),ସନ୍ତୋଷ ପ୍ରଧାନ(ପଣ୍ଡକିଟାଲ), ଉଦ୍ଧବ ବାରିକ (ତେଲି ଟିକ୍ରା),ନିସାର ଅହମଦ ନିସାର(ଲୋଇସିଂହା),ନିରଞ୍ଜନ ପଣ୍ଡା(ଗାଇସିଲେଟ) ,ଅଶୋକ ପୂଜାହାରୀ(ଘେଁସ)...

ରାଜେଶ୍ବର ବେହେରା(ବିଜେପୁର), ରାଜକୁମାର ସାହୁ(ପଦ୍ମପୁର), ରଞ୍ଜନ କୁମାର ପଣ୍ଡା(ଦଶମାଇଲ), ନିରଞ୍ଜନ ରଥ(ଭଟଲି), ଡ଼. ନାରାୟଣ ଭୋଇ(ଭେଡେନ),ସୁବାଷ ପ୍ରଧାନ(ଅତାବିରା), ରମେଶ ମାଝୀ(କୁମ୍ଭାରୀ), ସରୋଜ ଦାସ(କୁଟାସିଂହା),ପ୍ରମୁଖ ମନୋନୀତ ହୋଇଛନ୍ତି।

ଏପ୍ରିଲ ମାସ ଠାରୁ ଶବ୍ଦ ନୃତ୍ୟ ଉପରେ ଆଲୋଚନାଚକ୍ର ଏବଂ ବିଭିନ୍ନ ଶୀକ୍ଷା ଅନୁଷ୍ଠାନ ମାନଙ୍କରେ ନିୟମିତ ଗୁରୁଙ୍କ ଉପରେ ଆଲୋଚନାଚକ୍ର ଏବଂ ପ୍ରତିଯୋଗିତା ଆୟୋଜନ ପାଇଁ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି, ଶେଷରେ ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post