ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ସ୍ଵାଧୀନତା ସଂଗ୍ରାମୀ ଭଗତ ସିଂ ଙ୍କ ସହିଦ ଦିବସ ପାଳିତ...
ସମ୍ବଲପୁର,୨୪/୦୩(ନି.ପ୍ର): ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ସ୍ଵାଧୀନତା ସଂଗ୍ରାମୀ ଭଗତ ସିଂ ଙ୍କ ସହିଦ ଦିବସ ଜିଲ୍ଲା ସଭାପତି ଶ୍ରୀ ଅମିତ୍ ଗୁରୁ ଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଛି।
Ad..
ମହିଳା କଂଗ୍ରେସ ରୁ ବିଜୟ ଲକ୍ଷ୍ମୀ ବେହେରା,ହୀରାକୁଦ ନଗର ସଭାପତି ରବି ରାଉତ ,ଜିଲ୍ଲା ଉପ ସଭାପତି ଜିତେନ୍ଦ୍ର ମହାନନ୍ଦ,ମନେଶ୍ୱର୍ ଜୋନ ସଭାପତି ସଞ୍ଜୟ ଛୁରିଆ,ସୁବର୍ଣ୍ଣ ମେହେର, ଲକ୍ଷ୍ମୀ ଶତପଥୀ...
Ad..
ଯୋଷ୍ଣ।ମୟୀ ବେହେରା, ନିତ୍ୟାନନ୍ଦ ନାଗ ,ସଦାନନ୍ଦ ବରାଳ ଏ ମ୍ ଡି ମୁକ୍ତ।ର , ଅଭିଷେକ ମୁଦୁଲି ମହମ୍ମଦ କର୍ମୁଲା ପ୍ରମୁଖ ଉପସ୍ଥିତଥିଲେ।
Edited by k.s thakur...



