ବିଜେଡିରୁ ନିଲମ୍ବିତ ହେଲେ ୧୦ ଛାତ୍ର ଓ ଯୁବ ନେତା ...
ଭୁବନେଶ୍ଵର,୨୦/୦୩(ନି.ପ୍ର):ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ୧୦ ଜଣ ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ନେତାଙ୍କୁ ଦଳରୁ ନିଲମ୍ବିତ କରିଛି।୩ ଜଣ ଯୁବ ଓ ୭ ଜଣ ଛାତ୍ର ବିଜେଡି ନେତା ନିଲମ୍ବିତ ହୋଇଛନ୍ତି।
Ad..
ସନ୍ଧ୍ୟାରେ ଶଙ୍ଖ ଭବନ ଠାରେ ଆୟୋଜିତ ଶୃଙ୍ଖଳାଗତ କମିଟିର ବୈଠକ ପରେ ବିଜେଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି।ନିଲମ୍ବିତ ହୋଇଥିବା ୧୦ ଜଣ ଯୁବ ଓ ଛାତ୍ର ବିଜେଡି ନେତା ହେଲେ: ଅଶୋକ ମିଶ୍ର, ସାଧାରଣ ସମ୍ପାଦକ (ବିଜୁ ଯୁବ ଜନତା ଦଳ)...
Ad..
ସୋଭମ ମହାନ୍ତି, ସାଧାରଣ ସମ୍ପାଦକ (ବିଜୁ ଯୁବ ଜନତା ଦଳ),ଅନୁପମ ଶତପଥି, ସାଧାରଣ ସମ୍ପାଦକ (ବିଜୁ ଯୁବ ଜନତା ଦଳ),ସୁଜିତ ପଲଟାସିଂ, ସାଧାରଣ ସମ୍ପାଦକ (ବିଜୁ ଛାତ୍ର ଜନତା ଦଳ),ରଞ୍ଜିତ ଦାସ, ଉପ ସଭାପତି (ବିଜୁ ଛାତ୍ର ଜନତା ଦଳ),ଅବିନାଶ ମହାନ୍ତି...
ଉପ ସଭାପତି (ବିଜୁ ଛାତ୍ର ଜନତା ଦଳ),ଦେବୀପ୍ରସାଦ ଲେଙ୍କା, ଉପ ସଭାପତି (ବିଜୁ ଛାତ୍ର ଜନତା ଦଳ),ଅସିତ ରଞ୍ଜନ ଦାସ, ଉପ ସଭାପତି (ବିଜୁ ଛାତ୍ର ଜନତା ଦଳ),ସିଦ୍ଧାର୍ଥ ସ୍ୱାଇଁ, ଉପ ସଭାପତି (ବିଜୁ ଛାତ୍ର ଜନତା ଦଳ),ଦେବପ୍ରସାଦ ରାଉତରାୟ, ସାଧାରଣ ସମ୍ପାଦକ (ବିଜୁ ଛାତ୍ର ଜନତା ଦଳ)।
Edited by k.s thakur...
Tags:
Bhubaneswar
bjd
latest news
latest update
odisha daily current affairs
odisha news
students & youth leader
suspended



