କଣ୍ଟାବାଞ୍ଜି ଶ୍ରୀରାମ ନବମୀ ମହୋତ୍ସବ କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୮/୦୨ : ଚଳିତ ବର୍ଷ ପୁଣି ଧୁମ ଧାମ ରେ ପାଳିତ ହେବ ଶ୍ରୀ ରାମ ନବମୀ ମହୋତ୍ସବ। ଆସନ୍ତା ମାର୍ଚ୍ଚ ୨୬ ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଛି କଣ୍ଟାବାଞ୍ଜି ଶ୍ରୀରାମ ନବମୀ ମହୋତ୍ସବ। ଏହି ପରିପ୍ରେକ୍ଷୀରେ ଶ୍ରୀରାମ ନବମୀ ମହୋତ୍ସବ କମିଟି ପଦାଧିକାରୀ ଚୟନ ପ୍ରକ୍ରିୟା ସଂପନ୍ନ ହୋଇଯାଇଅଛି।
Ad..
ଯେଉଁଥିରେ ସର୍ବସମ୍ମତିକ୍ରମେ ସଭାପତି ଭାବରେ ରାଜୁ ଶର୍ମା ଏବଂ ସମ୍ପାଦକ ଭାବରେ ବେଦବ୍ୟାସ ନାଗ, ଉପସଭାପତି ଭାବରେ ଚିନ୍ମୟ ଯୋଶୀ, ଦେବରାଜ ଯାଦବ, ପ୍ରଦୀପ ବାଗ, ଲଳିତ ଅଗ୍ରୱାଲ, ନିଶିକାନ୍ତ ମହାପାତ୍ର, ପ୍ରକାଶ ପ୍ରଧାନ, ରୁପେଶ ଅଗ୍ରୱାଲ, ଅନିଲ ଅଗ୍ରୱାଲ (ରୁବି)...
କୋଷାଧକ୍ଷ ଭାବରେ ପ୍ରବୀନ ଆର୍ଯ୍ୟ, ସହ କୋଷାଧକ୍ଷ ଭାବରେ ନବଲ ମିଶ୍ର, ବିକାଶ ଷଡ଼ଙ୍ଗୀ, ନବରତ୍ନ ରେ ପ୍ରଦୀପ ନାରାୟଣ ଖଣ୍ଡେଲୱାଲ ସହ ଆହୁରି ୮ ଜଣ ଏବଂ ଆଇନ ପରାମର୍ଶ ଦାତା ଭାବରେ ବ୍ରଜଶ୍ୟାମ ଗୁରୁ, ଅଶୋକ ଦାଶ, ବିବେକ ଶର୍ମା,ସେହିପରି ପ୍ରେସ ମିଡିଆ ପ୍ରଭାରୀ ଭାବେ ବିମଳ ଦାସ ,ଗୁରୁଦୟାଲ ହଂସ,ମନୋଜ ଶର୍ମା,ମୋହନ ସୋନି,ଅନ୍ତିମ ପାଣିଗ୍ରାହୀ, ପୁଷ୍ପକେତୁ ବେହେରା, କୁଶଲ ଠାକୁର ଙ୍କୁ ମନୋନୀତ କରାଯାଇଛି। ଏହି ବୈଠକରେ କଣ୍ଟାବାଞ୍ଜି ସହରର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
Edited by k.s thakur...
Tags:
kantabanji
latest news
latest update
meeting held
odisha daily current affairs
odisha news
sri ram navami preparation


