ଭୁବନେଶ୍ୱର ବିମାନବନ୍ଦରରୁ ୮ କୋଟି ଟଙ୍କାର ମାରିଜୁଆନା ଜବତ...
ଭୁବନେଶ୍ୱର,୦୩/୦୧: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ୮କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକ୍ରୁ ଭୁବନେଶ୍ୱର ଆସୁଥିବା ବେଳେ ଧରିଲା DRI।
Ad..
ବିମାନଯାତ୍ରୀ ଜରିଆରେ ଚାଲାଣ ବେଳେ ଧରାପଡ଼ିଲା ମାରିଜୁଆନା। ଲଗେଜ୍ରେ ୮ କେଜିର ମାରିଜୁଆନା ଧରି ଆସୁଥିଲେ ଯାତ୍ରୀ। ଷ୍ଟ୍ରଲି ବ୍ୟାଗରେ ସିକ୍ରଟ ଚାମ୍ବର କରି ଚାଲାଣ ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ଧରାପଡିଲେ ଯାତ୍ରୀ।
Ad..
ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ଡିଆରଆଇ।ଗତ ମଙ୍ଗଳବାର ମଧ୍ୟ ୩ କୋଟି ୯୨ଲକ୍ଷ ଟଙ୍କାର ମାରିଜୁଆନା ଜବତ ହୋଇଥିଲା।
Edited by k.s thakur...
Tags:
Bhubaneswar
international airport
latest news
latest update
marijuana seized
odisha daily current affairs
odisha news



